ବ୍ରହ୍ମପୁର: କୋଲକାତା ୟୁନିମାସ୍ ଡେଭଲପର୍ସଲି ଲିମିଟେଡ୍ ଚିଟ୍ଫଣ୍ଡ ସଂସ୍ଥା ବ୍ରହ୍ମପୁରରେ ଶାଖା ଖୋଲି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛନ୍ତି। ଜମା ଟଙ୍କା ଫେରିପାଇବା ପାଇଁ ଆଜି କ୍ଷତିଗ୍ରସ୍ତମାନେ ଗଞ୍ଜାମ ଏସ୍ପିଙ୍କୁ ଭେଟି ନିବେଦନ କରିଛନ୍ତି।
୨୦୧୧ ମସିହାରେ ୟୁନିମାସ୍ ଚିଟ୍ଫଣ୍ଡ ସଂସ୍ଥା ବ୍ରହ୍ମପୁରରେ ଶାଖା ଖୋଲିଥିଲା। ଏଥିରେ ସାନଖେମୁଣ୍ଡି ବ୍ଲକର ପାଟପୁର, ଏରେଡ୍ରା, ଡେଙ୍ଗଡି, ପଥରପୁଞ୍ଜି, ଲେଙ୍କାଖାଲି, ବାଇଶିଫଳ, କଙ୍କରଡ଼ା ଗାଁର ବହୁ ଗରିବ ଲୋକ ଟଙ୍କା ଜମି ରଖିଥିଲେ। ସଂସ୍ଥାର ଅଧିକାରୀମାନେ ଫେରାର ହୋଇଯାଇଥିବାରୁ ଜମା ଟଙ୍କା ଫେରିପାଇବା ଜମାକାରୀମାନେ ନାହିଁ ନ ଥିବା ଅସୁବିଧାରେ ପଡ଼ୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା, ୨ ମୃତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।