ଭିଜିଲାନ୍ସ ଜାଲରେ କୋଟିପତି ଏମଭିଆଇ ପ୍ରଭାସ ଦାସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଏମଭିଆଇ ପ୍ରଭାସ ଦାସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସେଲ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି। ପ୍ରଭାସଙ୍କ ଭୁବନେଶ୍ୱର ଶାସ୍ତ୍ରୀନଗରସ୍ଥିତ ବାସଭବନ ଓ ନୟାପଲ୍ଲୀ ସ୍ଥିତ ଶ୍ୱଶୁର ଘର ଉପରେ ଚଢାଇ କରାଯାଇଥିଲା। ତାଙ୍କ ବାସଭବନରୁ ନଗଦ ଲକ୍ଷାଧିକ ଟଙ୍କା, ୨୫ରୁ ୩୦ ଭରି ସୁନା ଓ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ସେହିପରି ତାଙ୍କ ମାଲକାନଗିରି ସ୍ଥିତ ଅଫିସ ଓ ଭଦ୍ରକ ସ୍ଥିତ ପୈତୃକ ଘରେ […]

vigilance

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 01:31 PM IST

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଏମଭିଆଇ ପ୍ରଭାସ ଦାସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସେଲ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି। ପ୍ରଭାସଙ୍କ ଭୁବନେଶ୍ୱର ଶାସ୍ତ୍ରୀନଗରସ୍ଥିତ ବାସଭବନ ଓ ନୟାପଲ୍ଲୀ ସ୍ଥିତ ଶ୍ୱଶୁର ଘର ଉପରେ ଚଢାଇ କରାଯାଇଥିଲା। ତାଙ୍କ ବାସଭବନରୁ ନଗଦ ଲକ୍ଷାଧିକ ଟଙ୍କା, ୨୫ରୁ ୩୦ ଭରି ସୁନା ଓ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ସେହିପରି ତାଙ୍କ ମାଲକାନଗିରି ସ୍ଥିତ ଅଫିସ ଓ ଭଦ୍ରକ ସ୍ଥିତ ପୈତୃକ ଘରେ ମଧ୍ୟ ଚଡାଉ କରାଯାଇଛି। ତାଙ୍କ ପାଖରୁ ୧କୋଟି ୭୭ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାକ କରାଯାଇଛି।

Related story