ବାଇଁଚୁଆ ସମବାୟ ବ୍ୟାଙ୍କ ସଂପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ବାଇଁଚୁଆ ସମବାୟ ବ୍ୟାଙ୍କର ସଂପାଦକ ଦେବେନ୍ଦ୍ର ପୃଷ୍ଟିଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ସ୍ଥିତ ତାଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ତାଙ୍କର ଏକ ତିନି ମହଲା କୋଠା ଓ ୩୧ଟି ପ୍ଲଟ୍ ଠାବ କରାଯାଇଥିବା ସୂଚନା ମିଳିଛି। ଦେବେନ୍ଦ୍ର ପୃଷ୍ଟିଙ୍କ ସହିତ ଲିଙ୍କ୍ ଅଭିଯୋଗରେ ବ୍ୟାଙ୍କ ସଭାପତିଙ୍କ ଘରେ ବି ଭିଜିଲାନ୍ସ ଚଢ଼ାଉ […]

home

home

Rakesh Mallick
  • Published: Wednesday, 31 August 2016
  • Updated: 31 August 2016, 02:50 PM IST

Sports

Latest News

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ବାଇଁଚୁଆ ସମବାୟ ବ୍ୟାଙ୍କର ସଂପାଦକ ଦେବେନ୍ଦ୍ର ପୃଷ୍ଟିଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ସ୍ଥିତ ତାଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ତାଙ୍କର ଏକ ତିନି ମହଲା କୋଠା ଓ ୩୧ଟି ପ୍ଲଟ୍ ଠାବ କରାଯାଇଥିବା ସୂଚନା ମିଳିଛି।

ଦେବେନ୍ଦ୍ର ପୃଷ୍ଟିଙ୍କ ସହିତ ଲିଙ୍କ୍ ଅଭିଯୋଗରେ ବ୍ୟାଙ୍କ ସଭାପତିଙ୍କ ଘରେ ବି ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story