ପ୍ରେମିକ ସହ ଲଜ୍‌ରୁ ଧରା ପଡ଼ିଲେ ମହିଳା

  • Published: Friday, 18 August 2023
  • , Updated: 18 August 2023, 12:19 PM IST

ପ୍ରେମ ବିବାହ କରିଥିଲେ। ଆଉ ସ୍ୱାମୀଙ୍କ ସହ ଘର ସଂସାର ଗଢ଼ିଥିଲେ। ପୁତ୍ର ସନ୍ତାନର ମାଆ ମଧ୍ୟ ହୋଇଥିଲେ। ହେଲେ ସେଥିରେ ମନ ପୂରିଲା ନାହିଁ। ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ପଳାଇ ଯାଇଗଲେ। ଆଉ ଏବେ ପ୍ରେମିକ ସହ ଲଜ୍‌ରୁ ଉଲଗ୍ନ ଅବସ୍ଥାରେ ଧରା ପଡ଼ିଲେ ମହିଳା। ଏହି ଘଟଣା ଖୋର୍ଦ୍ଧା ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି ।

Related story