ଖୁଡ଼ୀକୁ ମାରି ପୁତୁରାର ଆତ୍ମସମର୍ପଣ

ମୟୂରଭଞ୍ଜ: ଖୁଡ଼ୀକୁ କଟୁରୀରେ ହାଣି ହତ୍ୟା କରିଛି ପୁତୁରା। ଏହି ଦୁଃଖଦ ଘଟିଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଠାକୁରାସାହି ଗାଁରେ। ଗାଁର ଗୁମି ମୁର୍ମୁ ଗତକାଲି ସନ୍ଧ୍ୟାରେ ହାଟକୁ ଯାଇଥିବା ସମୟରେ ତାଙ୍କ ପୁତୁରା ରୂପାଲ୍‌ ମୁର୍ମୁ ନଦୀ କଡ଼କୁ ଡାକିନେଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ହତ୍ୟା କରିଥିଲା। ତାପରେ ମୃତଦେହକୁ  ଗାଁ ନିକଟସ୍ଥ  ସୋନ ନଦୀ କୂଳରେ  ଫୋପାଡ଼ି  ଚାଲିଯାଇଥିଲା। ଗୁଣିଗାରେଡ଼ି ସନ୍ଦେହରେ ଗୁମିକୁ ତାଙ୍କ ପୁତୁରା ହତ୍ୟା […]

death

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 01:15 PM IST

ମୟୂରଭଞ୍ଜ: ଖୁଡ଼ୀକୁ କଟୁରୀରେ ହାଣି ହତ୍ୟା କରିଛି ପୁତୁରା। ଏହି ଦୁଃଖଦ ଘଟିଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଠାକୁରାସାହି ଗାଁରେ।

ଗାଁର ଗୁମି ମୁର୍ମୁ ଗତକାଲି ସନ୍ଧ୍ୟାରେ ହାଟକୁ ଯାଇଥିବା ସମୟରେ ତାଙ୍କ ପୁତୁରା ରୂପାଲ୍‌ ମୁର୍ମୁ ନଦୀ କଡ଼କୁ ଡାକିନେଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ହତ୍ୟା କରିଥିଲା। ତାପରେ ମୃତଦେହକୁ  ଗାଁ ନିକଟସ୍ଥ  ସୋନ ନଦୀ କୂଳରେ  ଫୋପାଡ଼ି  ଚାଲିଯାଇଥିଲା। ଗୁଣିଗାରେଡ଼ି ସନ୍ଦେହରେ ଗୁମିକୁ ତାଙ୍କ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି।

ହତ୍ୟା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି।  ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Related story