ଆଳି: ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କଲେ ବିଧାୟକ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅରୋହିକଣା ପଞ୍ଚାୟତ ବଢେଇପାଟଣା ଗ୍ରାମରେ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ଉଦଘାଟିତ ହୋଇଛି । ବିଧାୟକ ଦେବେନ୍ଦ୍ର ଶର୍ମା ଉଦଘାଟନ କରୁଛନ୍ତି । ବ୍ଲକର ଯେଉଁ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନାହିଁ ସେଠାରେ ଶୀଘ୍ର ନୂତନ ଗୃହ ନିର୍ମାଣ କରାଯିବ ବୋଲି ବିଧାୟକ କହିଛନ୍ତି ।