ଆନନ୍ଦପୁର: ଚୋରାକାଠ ଗାଡିକୁ ପିଛା କଲାବେଳେ ଦୁର୍ଘଟଣା, ୪ ବନ କର୍ମଚାରୀ ଆହତ

ଆନନ୍ଦପୁର: ଆନନ୍ଦପୁର ବନ ବିଭାଗର କିଛି କର୍ମଚାରୀ ଆଜି ସକାଳେ ଚୋରା କାଠ ଗାଡିକୁ ଧରିବା ପାଇଁ ପିଛା କରୁଥିବା ବେଳେ ଘସିପୁରା ବ୍ଲକ ଦାନ୍ତିଆଠାରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଗାଡିରେ ମୋଟ ୬ ଜଣ କର୍ମଚାରୀ ଥିଲେ। ଦୁର୍ଘଟଣାରେ ୪ ଜଣ  କର୍ମଚାରୀ ଆହତ ହୋଇଛନ୍ତି। ସେମାନେ ହେଲେ ଆନନ୍ଦପୁର ବିଟ୍ ଇନଚାର୍ଜ ଅଭିନାଶ ପରିଡା, ସ୍ୱାର୍ଡ କର୍ମଚାରୀ ଶଶିକାନ୍ତ ଜେନା, ହରିହର ମୁର୍ମୁ, କିଶୋର ଚନ୍ଦ୍ର ମୁର୍ମୁ। ଆହତମାନଙ୍କୁ […]

vlcsnap-2015-09-12-17h50m48s297

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 12:21 PM IST

ଆନନ୍ଦପୁର: ଆନନ୍ଦପୁର ବନ ବିଭାଗର କିଛି କର୍ମଚାରୀ ଆଜି ସକାଳେ ଚୋରା କାଠ ଗାଡିକୁ ଧରିବା ପାଇଁ ପିଛା କରୁଥିବା ବେଳେ ଘସିପୁରା ବ୍ଲକ ଦାନ୍ତିଆଠାରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଗାଡିରେ ମୋଟ ୬ ଜଣ କର୍ମଚାରୀ ଥିଲେ। ଦୁର୍ଘଟଣାରେ ୪ ଜଣ  କର୍ମଚାରୀ ଆହତ ହୋଇଛନ୍ତି। ସେମାନେ ହେଲେ ଆନନ୍ଦପୁର ବିଟ୍ ଇନଚାର୍ଜ ଅଭିନାଶ ପରିଡା, ସ୍ୱାର୍ଡ କର୍ମଚାରୀ ଶଶିକାନ୍ତ ଜେନା, ହରିହର ମୁର୍ମୁ, କିଶୋର ଚନ୍ଦ୍ର ମୁର୍ମୁ। ଆହତମାନଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story