ପାରିବାରିକ କଳହରୁ ଦମ୍ପତିଙ୍କ ଆତ୍ମହତ୍ୟା

ଅନୁଗୋଳ: ପାରିବାରିକ କଳହରୁ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କାଠପାଳ ଗାଁରେ ବିଷ ପିଇ ଏକ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଲେ ବିଭୂତି ବେହେରା ଓ ତାଙ୍କ ପତ୍ନୀ ହେମଲତା। ବିଭୂତି ଛେଣ୍ଡିପଦା ହସ୍‌ପିଟାଲ୍‌ରେ ପ୍ରାଣ ହରାଇଥିବା ବେଳେ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ହେମଲତା।

suicide

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 11:21 AM IST

Related story