ଆସ୍କା: ଭାଙ୍ଗିଗଲା ନଇବର ନାଳ ବନ୍ଧ, ୮ଟି ଗାଁ ଜଳବନ୍ଦୀ

ଆସ୍କା: ପ୍ରବଳ ବର୍ଷା ଯୋଗୁଁ ଆସିକା ବ୍ଲକ ଅନ୍ତର୍ଗତ ନଇବର ନାଳ ବନ୍ଧ ଭାଙ୍ଗି ଯିବାରୁ ଗହଙ୍ଗୁ ପଞ୍ଚାୟତର ୮ଟି ଗାଁ ଜଳବନ୍ଦୀ ହୋଇଛି। ଏହି ସବୁ ଗାଁଗୁଡ଼ିକ ହେଲା ଦାନଚନ୍ଦନପେଡ଼ି, ଫ।ପଲପୁର, ଗହଙ୍ଗୁ, ନୂଆଁପଲ୍ଲୀ, ବେଣାପାଟ, କେଶପୁର ଓ ଆମ୍ବୁରାଇଗଡ଼। ରାସ୍ତା ଉପରେ ପାଣି ଚାଲୁଥିବାରୁ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଚାରିଆଡ଼େ ପାଣି ଯୋଗୁଁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାରେ ଅଛନ୍ତି।

aska

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 05:03 AM IST

Related story