ବାଲେଶ୍ୱର: ନୀଳଗିରିରେ ଭାଲୁ ଆତଙ୍କ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ମିତ୍ରପୁର ରାସ୍ତା କଡ଼ ବିଲରେ ଆଜି ସକାଳେ ଏକ ଭାଲୁକୁ ଦେଖିବାକୁ ମିଳିଥିଲା। ଭାଲୁକୁ ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଖବର ପାଇ ବନ ବିଭାଗ ସେଠାରେ ପହଞ୍ଚିଛନ୍ତି। ଭାଲୁ ଯେପରି ଜନବସତି ଆଡକୁ ନ ଆସେ ସେନେଇ ବନ ବିଭାଗ କର୍ମଚାରୀ ସଜାଗ ରହିଛନ୍ତି। ଏଥିସହ ଭାଲୁକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି।

bhalu

Rakesh Mallick
  • Published: Tuesday, 13 October 2015
  • , Updated: 13 October 2015, 05:20 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ମିତ୍ରପୁର ରାସ୍ତା କଡ଼ ବିଲରେ ଆଜି ସକାଳେ ଏକ ଭାଲୁକୁ ଦେଖିବାକୁ ମିଳିଥିଲା। ଭାଲୁକୁ ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
ଖବର ପାଇ ବନ ବିଭାଗ ସେଠାରେ ପହଞ୍ଚିଛନ୍ତି। ଭାଲୁ ଯେପରି ଜନବସତି ଆଡକୁ ନ ଆସେ ସେନେଇ ବନ ବିଭାଗ କର୍ମଚାରୀ ସଜାଗ ରହିଛନ୍ତି। ଏଥିସହ ଭାଲୁକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି।

Related story