ବାରଙ୍ଗର ଏକ କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: କଟକ ସ୍ଥିତ ବାରଙ୍ଗ ଅଞ୍ଚଳର ଏକ କେନାଲରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ  ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଆଜି ସକାଳେ ସ୍ଥାନୀୟ ଲୋକ ମୃତଦେହଟି କେନାଲରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ  ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବାରଙ୍ଗ ଥାନା ପୋଲିସ୍  ମୃତଦେହଟିକୁ ଉଦ୍ଧାର କରିଛି ଓ ଘଟଣାର ତଦନ୍ତ କରୁଛି

bhu-3

Rakesh Mallick
  • Published: Wednesday, 06 April 2016
  • , Updated: 06 April 2016, 05:51 AM IST

ଭୁବନେଶ୍ୱର: କଟକ ସ୍ଥିତ ବାରଙ୍ଗ ଅଞ୍ଚଳର ଏକ କେନାଲରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ  ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।

ଆଜି ସକାଳେ ସ୍ଥାନୀୟ ଲୋକ ମୃତଦେହଟି କେନାଲରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ  ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବାରଙ୍ଗ ଥାନା ପୋଲିସ୍  ମୃତଦେହଟିକୁ ଉଦ୍ଧାର କରିଛି ଓ ଘଟଣାର ତଦନ୍ତ କରୁଛି

Related story