ବାରିପଦା: ଭାଲୁ ଆକ୍ରମଣରେ ୪ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା  ବଡ଼ସାହି ବ୍ଲକ ମାଣତ୍ରୀ ଗାଁରେ ଭାଲୁ ଆକ୍ରମଣରେ ୪ ଜଣ  ଲୋକ ଆହତ ହୋଇଛନ୍ତି। ସେମାନେ ମାଛ ଧରିବା ପାଇଁ ଯାଇଥିବା ବେଳେ ହଠାତ୍ ଭାଲୁଟି ଆକ୍ରମଣ କରିଥିଲା। ଆହତମାନଙ୍କୁ ପ୍ରଥମେ ମାଣତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ  ତାଙ୍କୁ  ବାରିପଦା  ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି। ପ୍ରାଥମିକ ଚିକିତ୍ସା ଓ ପ୍ରତିଷେଧକ ଟିକା ଦିଆଯିବା ପରେ ସମସ୍ତେ ସୁସ୍ଥ ଅଛନ୍ତି।

baripda

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 11:48 AM IST

Related story