ଡିସେମ୍ୱର ୨୫ରେ ଫୁଲବାଣୀ କୁଇସମାଜ ସମନ୍ୱୟ ସମିତି କାର୍ଯ୍ୟାଳୟରେ ପାଳନ ହେବ ସହିଦ ଦିବସ

ଫୁଲବାଣୀ: ଆସନ୍ତା ଡିସେମ୍ୱର ୨୫ ତାରିଖରେ ଫୁଲବାଣୀ କୁଇସମାଜ ସମନ୍ୱୟ ସମିତି କାର୍ଯ୍ୟାଳୟ ପରିସରରେ ସହିଦ ଦିବସ ପାଳନ ହେବ। ଏନେଇ ସମିତି କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ସମିତିର ପୂର୍ବତନ ସଦସ୍ୟ ବାରଖମାର ଖଗେଶ୍ୱର ପ୍ରଧାନଙ୍କୁ ଡିସେମ୍ୱର ୨୫ତାରିଖରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ପ୍ରତିବାଦରେ ସମିତି ଏହି ସହିଦ ଦିବସ ପ୍ରତିବର୍ଷ ପାଳନ କରିଆସୁଛି। ବୈଠକରେ ଦାରିଙ୍ଗବାଡି, ତୁମୁଡିବନ୍ଧ ଓ ଅନ୍ୟ କିଛି ଅଞ୍ଚଳର କୁଇସମାଜ ସଦସ୍ୟ ଉପସ୍ଥିତ ନ ଥିଲେ। […]

kui

kui

Rakesh Mallick
  • Published: Monday, 21 December 2015
  • Updated: 21 December 2015, 04:03 AM IST

Sports

Latest News

ଫୁଲବାଣୀ: ଆସନ୍ତା ଡିସେମ୍ୱର ୨୫ ତାରିଖରେ ଫୁଲବାଣୀ କୁଇସମାଜ ସମନ୍ୱୟ ସମିତି କାର୍ଯ୍ୟାଳୟ ପରିସରରେ ସହିଦ ଦିବସ ପାଳନ ହେବ। ଏନେଇ ସମିତି କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ସମିତିର ପୂର୍ବତନ ସଦସ୍ୟ ବାରଖମାର ଖଗେଶ୍ୱର ପ୍ରଧାନଙ୍କୁ ଡିସେମ୍ୱର ୨୫ତାରିଖରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଏହାର ପ୍ରତିବାଦରେ ସମିତି ଏହି ସହିଦ ଦିବସ ପ୍ରତିବର୍ଷ ପାଳନ କରିଆସୁଛି। ବୈଠକରେ ଦାରିଙ୍ଗବାଡି, ତୁମୁଡିବନ୍ଧ ଓ ଅନ୍ୟ କିଛି ଅଞ୍ଚଳର କୁଇସମାଜ ସଦସ୍ୟ ଉପସ୍ଥିତ ନ ଥିଲେ। ପ୍ରତିବର୍ଷ ପରି କେତେକ ଦାବିନେଇ ଜିଲ୍ଲା ବନ୍ଦ ଡାକରା ଦିଆଯିବ ନା ନାହିଁ ତାହା ୨୩ ତାରିଖରେ ସ୍ପଷ୍ଟ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story