ଜି.ଉଦୟଗିରି: ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଜି.ଉଦୟଗିରି: ଜି.ଉଦୟଗିରି ନିକଟସ୍ଥ ଗୁଟିଙ୍ଗିଆର ଏକ ପରିତ୍ତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥାଳରେ ପୋଲିସ ପହଞ୍ଚି ମୃତ ଶିଶୁକନ୍ୟାର ଶବକୁ ଜବତ କରି ଅନୁସନ୍ଧାନ ଜାରି ରଖିଛି। ଗତକାଲି କେହି ଶିଶୁଟିକୁ ଏଠାରେ ଛାଡି ପଳାଇଥିବା ଜଣାପଡିଛି।

g.uadaygiri

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 01:34 PM IST

Related story