ଜଗତସିଂହପୁର: ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ସହରରେ ଥିବା ଶିଶୁ ମନ୍ଦିରରେ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚର ବହୁ କର୍ମକର୍ତ୍ତା ଯୋଗଦେଇ ଜାତୀୟତା ବଜାୟ ରଖିବା ପାଇଁ ବିଦେଶୀ ଦ୍ରବ୍ୟ ପରିତ୍ୟାଗ କରି ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବା ଉଦ୍ଦେଶ୍ୟରେ ଆଲୋଚନା କରା ଯାଇଥିଲା। ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ବୁଦ୍ଧୀଜୀବୀ ଯୋଗ ଦେଇଥିଲେ।

jspur

Rakesh Mallick
  • Published: Sunday, 20 September 2015
  • , Updated: 20 September 2015, 03:53 PM IST

Related story