କାମାକ୍ଷାନଗର: ଅଗ୍ନିଶମ କର୍ମଚାରୀଙ୍କ ଅସ୍ୱାଭାବିକ ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଆଜି ସକାଳେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ମୃତ କର୍ମଚାରୀଙ୍କ ନାଁ ଦିପକ କୁମାର ସାମଲା। ତାଙ୍କ ଘର ଆଠଗଡ଼ ବଉଳାଙ୍ଗ ଗାଁରେ। ଦିପକ ଆଜି ସକାଳେ ଅସୁସ୍ଥ ଅନୁଭବ କରିବାରୁ ପରଜଙ୍ଗ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

death

Rakesh Mallick
  • Published: Tuesday, 05 July 2016
  • , Updated: 05 July 2016, 11:53 AM IST

Related story