କନ୍ଧମାଳ:ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଜିଲ୍ଲା ସରପଞ୍ଚ ସଂଘର ବିରୋଧ

କନ୍ଧମାଳ:ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚୟନ ପ୍ରକ୍ରିୟାକୁ କନ୍ଧମାଳ ଜିଲ୍ଲା ସରପଞ୍ଚ ସଂଘ ବିରୋଧ କରିଛି। ଏହାକୁ ପ୍ରତିବାଦ କରି ସରପଞ୍ଚ ମାନେ ବିଭିନ୍ନ ପ୍ଲା କାର୍ଡ ଧରି ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ସମ୍ଭଳିତ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

kandhmala

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 04:37 AM IST

Related story