ଜୟପୁର: ଦାମନଯୋଡ଼ି ସ୍ଥିତ ନାଲକୋରେ ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ବିସ୍ଥାପିତଙ୍କ ହୋ ହାଲ୍ଲା

ଜୟପୁର: କୋରାପୁଟ ଜିଲ୍ଲା ଦାମନଯୋଡି ସ୍ଥିତ ନାଲକୋରେ ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ବିସ୍ଥାପିତମାନେ ହୋ ହାଲ୍ଲା କରିଥିଲେ। ଏଠାରେ ନାଲକୋ ପ୍ରତିଷ୍ଠା ହେବାର ୩୫ବର୍ଷ ହୋଇଥିଲେ ହେଁ, ବିସ୍ଥାପିତଙ୍କୁ ଏଯାଏଁ କୌଣସି ଥଇଥାନ କରାଯାଇନାହିଁ କି ସ୍ଥାୟୀ ନିଯୁକ୍ତି ଦିଆଯାଇନଥିବା ଅଭିଯୋଗ କରି ହୋ ହାଲ୍ଲା କରିଥିଲେ ବିସ୍ଥାପିତ। ପରେ ବୁଝାସୁଝା କରିବା ସହ ପ୍ରତିଶ୍ରୁତି ମିଳିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ପ୍ରତିଷ୍ଠା ଉତ୍ସବରେ ନାଲକୋ ଅଞ୍ଚଳର ବରିଷ୍ଠ ନାଗରିକ ଏବଂ କୃତୀ କର୍ମଚାରୀଙ୍କୁ […]

koraput

Rakesh Mallick
  • Published: Sunday, 10 January 2016
  • , Updated: 10 January 2016, 02:34 AM IST

ଜୟପୁର: କୋରାପୁଟ ଜିଲ୍ଲା ଦାମନଯୋଡି ସ୍ଥିତ ନାଲକୋରେ ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ବିସ୍ଥାପିତମାନେ ହୋ ହାଲ୍ଲା କରିଥିଲେ। ଏଠାରେ ନାଲକୋ ପ୍ରତିଷ୍ଠା ହେବାର ୩୫ବର୍ଷ ହୋଇଥିଲେ ହେଁ, ବିସ୍ଥାପିତଙ୍କୁ ଏଯାଏଁ କୌଣସି ଥଇଥାନ କରାଯାଇନାହିଁ କି ସ୍ଥାୟୀ ନିଯୁକ୍ତି ଦିଆଯାଇନଥିବା ଅଭିଯୋଗ କରି ହୋ ହାଲ୍ଲା କରିଥିଲେ ବିସ୍ଥାପିତ।

ପରେ ବୁଝାସୁଝା କରିବା ସହ ପ୍ରତିଶ୍ରୁତି ମିଳିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ପ୍ରତିଷ୍ଠା ଉତ୍ସବରେ ନାଲକୋ ଅଞ୍ଚଳର ବରିଷ୍ଠ ନାଗରିକ ଏବଂ କୃତୀ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related story