ଲାଠିକଟା ଡକାୟତି ଘଟଣାରେ ୭ ଗିରଫ

ରାଉରକେଲା: ଲାଠିକଟା ଡକାୟତି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୫୦ ହଜାର ଟଙ୍କ।, ସୁନାଗହଣା ସହ ପିସ୍ତଲ ଓ ଭୁଜାଲି ଜବତ କରାଯାଇଛି।  ଗତମାସ ୧୮ ତାରିଖରେ ଲାଠିକଟାସ୍ଥିତ ଜଣେ ପେଟ୍ରୋଲ ପମ୍ପ ମାଲିକଙ୍କ ଘରେ ଡକାୟତି ହୋଇଥିଲା। ଡକାୟତମାନେ ବନ୍ଧୁକ ଦେଖାଇ ଘର ଲୋକଙ୍କୁ ଭୟଭୀତ କରିବା ସହ ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଡକାୟତି କରିଥିଲେ। ଏହି ଗ୍ୟାଙ୍ଗର ଆଉ ୩ ଜଣ ସଦସ୍ୟ ଝାଡ଼ଖଣ୍ଡ ପଳାଇ ଯାଇଥିବାରୁ […]

roulkela

roulkela

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 03:18 PM IST

Sports

Latest News

roulkelaରାଉରକେଲା: ଲାଠିକଟା ଡକାୟତି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୫୦ ହଜାର ଟଙ୍କ।, ସୁନାଗହଣା ସହ ପିସ୍ତଲ ଓ ଭୁଜାଲି ଜବତ କରାଯାଇଛି।  ଗତମାସ ୧୮ ତାରିଖରେ ଲାଠିକଟାସ୍ଥିତ ଜଣେ ପେଟ୍ରୋଲ ପମ୍ପ ମାଲିକଙ୍କ ଘରେ ଡକାୟତି ହୋଇଥିଲା। ଡକାୟତମାନେ ବନ୍ଧୁକ ଦେଖାଇ ଘର ଲୋକଙ୍କୁ ଭୟଭୀତ କରିବା ସହ ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଡକାୟତି କରିଥିଲେ। ଏହି ଗ୍ୟାଙ୍ଗର ଆଉ ୩ ଜଣ ସଦସ୍ୟ ଝାଡ଼ଖଣ୍ଡ ପଳାଇ ଯାଇଥିବାରୁ ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story