ଏମକେସିଜି ମେଡିକାଲ କଲେଜରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୫ ଜଣଙ୍କ ନାଁରେ ଏଫଆଇଆର୍

ଭୁବନେଶ୍ୱର: ଏମକେସିଜି ମେଡିକାଲ କଲେଜର ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗତ ଶୁକ୍ରବାର ଦିନ ହୋଇଥିବା ଗଣ୍ଡଗୋଳ ମାମଲାରେ ବି.ଏନ ପୁର ଥାନାରେ ୫ଜଣ ଛାତ୍ରଙ୍କ ବିରୋଧରେ ଏଫଆଇଆର ଦାୟର ହୋଇଛି। ଛାତ୍ର ସଂସଦର ସଭାପତି ଓ ପୂର୍ବତନ ସଭାପତିଙ୍କ ଉପରେ କିଛି ପିଲା ଚାଲିଥିବା ଆନ୍ଦୋଳନ ସ୍ଥଗିତ ରଖିବା ନିଷ୍ପତ୍ତି ପ୍ରତିବାଦରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଏନେଇ ଛାତ୍ର ସଂସଦର ସଭାପତି ଶ୍ରୀରାମପଦ ମହାପାତ୍ର ଥାନାରେ ଏତଲା ଦେଇଛନ୍ତି ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ଅନ୍ୟପଟେ […]

mkcg

mkcg

Rakesh Mallick
  • Published: Monday, 07 December 2015
  • Updated: 07 December 2015, 03:10 AM IST

Sports

Latest News

ଭୁବନେଶ୍ୱର: ଏମକେସିଜି ମେଡିକାଲ କଲେଜର ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗତ ଶୁକ୍ରବାର ଦିନ ହୋଇଥିବା ଗଣ୍ଡଗୋଳ ମାମଲାରେ ବି.ଏନ ପୁର ଥାନାରେ ୫ଜଣ ଛାତ୍ରଙ୍କ ବିରୋଧରେ ଏଫଆଇଆର ଦାୟର ହୋଇଛି। ଛାତ୍ର ସଂସଦର ସଭାପତି ଓ ପୂର୍ବତନ ସଭାପତିଙ୍କ ଉପରେ କିଛି ପିଲା ଚାଲିଥିବା ଆନ୍ଦୋଳନ ସ୍ଥଗିତ ରଖିବା ନିଷ୍ପତ୍ତି ପ୍ରତିବାଦରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଏନେଇ ଛାତ୍ର ସଂସଦର ସଭାପତି ଶ୍ରୀରାମପଦ ମହାପାତ୍ର ଥାନାରେ ଏତଲା ଦେଇଛନ୍ତି ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ଅନ୍ୟପଟେ ଆଜିଠାରୁ ଛାତ୍ରଛାତ୍ରୀମାନେ ପୁଣିଥରେ ଆନ୍ଦୋଳନରେ ବସିବେ ବୋଲି ସୂଚନା ଦେଇଥିବାରୁ ପୋଲିସ ସେ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବ୍ରହ୍ମପୁର ଏସପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story