ନରସିଂହପୁର: ଦେବଭୂଇଁ ସଂରକ୍ଷିତ ଜଙ୍ଗଲରୁ ମାଈ ହାତୀର ମୃତ ଦେହ ଉଦ୍ଧାର

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜର ଦେବଭୂଇଁ ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ମୃତ ହାତୀର ବୟସ ୪ରୁ ୫ବର୍ଷ ହେବ। ଏହି ହାତୀଟି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା ବୋଲି କହିଛନ୍ତି ଆଠଗଡ଼ ଡିଏଫ୍ଓ। ଘଟଣାସ୍ଥଳରେ ଡିଏଫ୍ଓ, ରେଞ୍ଜର ଏବଂ ଏକ ଡାକ୍ତରୀ ଟିମ୍ ପହଞ୍ଚି ମୃତ ହାତୀର ବ୍ୟବଚ୍ଛେଦ କରିଛି। ୱାଇଲଡ୍ ଲାଇଫ୍ ପିସିସିଏଫ୍ ଏସ୍ଏସ୍ ଶ୍ରୀବାସ୍ତବ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

hathi-2

Rakesh Mallick
  • Published: Saturday, 17 October 2015
  • , Updated: 17 October 2015, 09:50 AM IST

Related story