ନୀଳଗିରିରେ ଦନ୍ତାହାତୀ ଉପଦ୍ରବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଉପଦ୍ରବ କରୁଛି ଏକ ଦନ୍ତାହାତୀ।  ଗତ ୧୬ ଦିନ ହେଲା ଝାଡ଼ଖଣ୍ଡ ଅଞ୍ଚଳରୁ ଏହି ଦନ୍ତା ହାତୀଟି ଅନେକ ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରିଛି। ହାତୀଟି ବୁଦୁସାହି ଜଙ୍ଗଲରେ ରହିବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ରାତିରେ ବଣଭୁଇଁ ଗାଁରେ ପଶି ୬ଟି ଘର ଭାଙ୍ଗିବା ସହ ନିକଟସ୍ଥ ଏକ ଫାର୍ମରେ ପଶି ବ୍ୟାପକ ପରିବା ଚାଷ […]

hathi

Rakesh Mallick
  • Published: Friday, 25 December 2015
  • , Updated: 25 December 2015, 06:07 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଉପଦ୍ରବ କରୁଛି ଏକ ଦନ୍ତାହାତୀ।  ଗତ ୧୬ ଦିନ ହେଲା ଝାଡ଼ଖଣ୍ଡ ଅଞ୍ଚଳରୁ ଏହି ଦନ୍ତା ହାତୀଟି ଅନେକ ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରିଛି।

ହାତୀଟି ବୁଦୁସାହି ଜଙ୍ଗଲରେ ରହିବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ରାତିରେ ବଣଭୁଇଁ ଗାଁରେ ପଶି ୬ଟି ଘର ଭାଙ୍ଗିବା ସହ ନିକଟସ୍ଥ ଏକ ଫାର୍ମରେ ପଶି ବ୍ୟାପକ ପରିବା ଚାଷ ନଷ୍ଟ କରିଦେଇଛି। ବନ ବିଭାଗ ଦନ୍ତା ହାତୀକୁ ଘଉଡ଼ାଇବା ଲାଗି ଲୋକେ ଦାବି କରିଛନ୍ତି।

Related story