ପୁରୀ ଏସସିଏସ କଲେଜ: ନିର୍ବାଚନ କରିବା ଦାବିରେ ଛାତ୍ରଙ୍କ ଆମରଣ ଅନଶନ

ପୁରୀ/ନୟାଗଡ: ପୁରୀ ଏସସିଏସ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ତୀବ୍ର ପ୍ରତିବାଦ କରାଯାଇଛି । ଛାତ୍ରମାନେ କଲେଜ ଫାଟକ ଆଗରେ ଆମରଣ ଅନଶନ ଜାରି ରଖିଛନ୍ତି। ଅନଶନକାରୀଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପଟେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନଏଡାଇ ଘୋଷଣା କରିଛନ୍ତି। ନିର୍ବାଚନ ପାଇଁ ୨୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ।ଏମାନଙ୍କ ମଧ୍ୟରୁ ୧୦ଜଣ ଆଶାୟୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବା ପରେ କ୍ୟାମ୍ପସରେ ଗଣ୍ଡଗୋଳ ସହ […]

student

student

Rakesh Mallick
  • Published: Friday, 09 October 2015
  • Updated: 09 October 2015, 08:36 AM IST

Sports

Latest News

ପୁରୀ/ନୟାଗଡ: ପୁରୀ ଏସସିଏସ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ତୀବ୍ର ପ୍ରତିବାଦ କରାଯାଇଛି । ଛାତ୍ରମାନେ କଲେଜ ଫାଟକ ଆଗରେ ଆମରଣ ଅନଶନ ଜାରି ରଖିଛନ୍ତି। ଅନଶନକାରୀଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପଟେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନଏଡାଇ ଘୋଷଣା କରିଛନ୍ତି। ନିର୍ବାଚନ ପାଇଁ ୨୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ।ଏମାନଙ୍କ ମଧ୍ୟରୁ ୧୦ଜଣ ଆଶାୟୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବା ପରେ କ୍ୟାମ୍ପସରେ ଗଣ୍ଡଗୋଳ ସହ ଉତ୍ତେଜନା ଦେଖାଦେଇଥିଲା। ଫଳରେ ନିର୍ବାଚନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ କଲେଜ କର୍ତ୍ତୃପକ୍ଷ। ତେବେ ନିର୍ବାଚନ କରିବା ଦାବିରେ ଛାତ୍ରମାନେ ଆମରଣ ଅନଶନ ଚଳାଇଛନ୍ତି।

ସେହିପରି ଛାତ୍ର ଅଶାନ୍ତି ଯୋଗୁଁ ନୟାଗଡ଼ ସ୍ୱଂୟଶାସିତ କଲେଜରେ ନିର୍ବାଚନ ବାତିଲ କରାଯାଇଛି। ଉତ୍ତେଜନା ପ୍ରଶମିତ ନ ହେବାରୁ କଲେଜରେ ସାଇନ୍ଏଡାଇ ଘୋଷଣା କରାଯାଇଛି। ଆଜି ଏଠାରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉତ୍ତେଜନାକୁ ଦେଖି କ୍ୟାମ୍ପସ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ତେବେ ଛାତ୍ର ଅଶାନ୍ତି ଉଗ୍ରରୂପ ନେଉଥିବା ଜାଣି କଲେଜ କର୍ତ୍ତୃପକ୍ଷ କଲେଜରେ ନିର୍ବାଚନ ବାତିଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story