ରାୟଗଡା: ମରୁଡି ଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି

ରାୟଗଡା:  ରାୟଗଡା ଜିଲ୍ଲାର ବିଭିନ୍ନ ମରୁଡି ଗ୍ରସ୍ତ ଅଂଚଳ ପରିଦର୍ଶନ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ। ରବିବାର ସେ ଦିନିକିଆ ରାୟଗଡା ଗସ୍ତରେ ଆସି ଜିଲ୍ଲାର କାଶୀପୁର, ରାୟଗଡା, କଲ୍ୟାଣସିଂପୁର, ବିଷମକଟକ ପ୍ରଭୃତି ୭ଟି ବ୍ଲକର ବିଭିନ୍ନ ଗ୍ରାମ ବୁଲି ଚାଷର ଅବସ୍ଥା ଦେଖିବା ସହିତ କୃଷକମାନଙ୍କୁ ଭେଟିଥିଲେ। ସ୍ୱଳ୍ପ ବୃଷ୍ଟି ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଳି ଶୁଖି ଯିବା ସହ ରୁଆ ହୋଇଥିବା ଜମିରେ ପାଣି ଅଭାବରରୁ ଫାଟି […]

nayagarh

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 04:29 AM IST

ରାୟଗଡା:  ରାୟଗଡା ଜିଲ୍ଲାର ବିଭିନ୍ନ ମରୁଡି ଗ୍ରସ୍ତ ଅଂଚଳ ପରିଦର୍ଶନ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ। ରବିବାର ସେ ଦିନିକିଆ ରାୟଗଡା ଗସ୍ତରେ ଆସି ଜିଲ୍ଲାର କାଶୀପୁର, ରାୟଗଡା, କଲ୍ୟାଣସିଂପୁର, ବିଷମକଟକ ପ୍ରଭୃତି ୭ଟି ବ୍ଲକର ବିଭିନ୍ନ ଗ୍ରାମ ବୁଲି ଚାଷର ଅବସ୍ଥା ଦେଖିବା ସହିତ କୃଷକମାନଙ୍କୁ ଭେଟିଥିଲେ। ସ୍ୱଳ୍ପ ବୃଷ୍ଟି ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଳି ଶୁଖି ଯିବା ସହ ରୁଆ ହୋଇଥିବା ଜମିରେ ପାଣି ଅଭାବରରୁ ଫାଟି ଆଁ କରିଥିବା ଦେଖିଥିଲେ। ଜିଲ୍ଲାରେ ଚାଷର ଏଭଳି ଅବସ୍ଥା ଦେଖିବା ପରେ ସରକାର ତୁରନ୍ତ ଜିଲ୍ଲାକୁ ମରୁଡିଗସ୍ଥ ଘୋଷଣା କରିବା ସହ ଚାଷୀ ମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।

Related story