ଭୂକମ୍ପ ସୂଚନା ପାଇଁ ରାୟଗଡ଼ା ଓ ଝାରସୁଗୁଡ଼ାରେ କାର୍ଯ୍ୟକ୍ଷମ ହେଲା ସେସମିକ କେନ୍ଦ୍ର

ଭୁବନେଶ୍ୱର: ଭୂକମ୍ପ ସୂଚନା ପାଇବା ପାଇଁ ରାୟଗଡ଼ା ଜିଲ୍ଲା କୋଲନାରା ଓ ଝାରସୁଗୁଡ଼ାର ଲଖନପୁର ବ୍ଲକରେ ୨ଟି ସେସମିକ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଭୂମିକମ୍ପ ସମୟରେ ଭୂକମ୍ପର ତୀବତ୍ରା ସହ ଅନ୍ୟାନ୍ୟ ସୂଚନା ଏହି କେନ୍ଦ୍ରରୁ ଜଣାପଡିବ । ଗତ ୧୩ ତାରିଖରୁ କୋଲନାରାରେ ସେସମୋଗ୍ରାଫ ଷ୍ଟେସନ କାର୍ଯ୍ୟକାରୀ ହୋଇଥିଲା। ଲଖନପୁରଠାରେ ବୁଧବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି।

raygada

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 12:05 PM IST

Related story