କଟକ: ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୁଦ୍ଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କଟକ ମାଲଗୋଦାମ ଥାନାରେ ଏତଲା ଦିଆଯାଇଛି। ଛାତ୍ର ସଂସଦ ନିର୍ବାଚନ ଦିନ ଫଳାଫଳ ପ୍ରକାଶ ପାଇବା ପରେ ବିଧାୟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପହଞ୍ଚି ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ ବୋଲି ଏତଲାରେ ଅଭିଯୋଗ ହୋଇଛି। ଘଟଣାଦିନ ରେଭେନ୍ସାରେ ଯାହା କିଛି ଛାତ୍ର ବିଶୃଙ୍ଖଳା ଦେଖାଦେଲା ସେଥିପାଇଁ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଦାୟୀ କରିଛି ଏବିଭିପି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
JSW ବାବୁଙ୍କୁ ଖୋଳ କରିଦେଲେ ସାଇବର ଠକ, ନେଇଗଲେ ୨୫ କୋଟି
ବାବୁ ଜଣକ ଟଙ୍କା ଉଠାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଉକ୍ତ ଗ୍ରୁପ୍ରୁ ବାହାର କରି ଦିଆଯାଇଥିଲା। ଯାହାଫଳରେ ସେ ଟଙ୍କା ଉଠାଇ ପାରିଲେ ନାହିଁ। ଏହା ପରେ ସେ ଠକାମୀରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।
Entertainment
ଆଉ ଯାତ୍ରାରେ ହେବନି ନଗ୍ନ ନୃତ୍ୟ; କଠୋର ହେଲେ ସରକାର
ଗତ କିଛି ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢୁଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଲୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି।
Crime
ଦୁଇ ପ୍ରେମିକାଙ୍କ ସହ ମିଶି ପତ୍ନୀଙ୍କୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ୱାମୀ!
ଗତ ୨୭ ତାରିଖରେ ପ୍ରଦ୍ୟୁମ୍ନ ତାଙ୍କ ଶ୍ୱଶୁର ଘର ଯାଇଥିଲେ। ଆଉ ବୁଝାଇସୁଝାଇ ପତ୍ନୀ ଶୁଭଶ୍ରୀଙ୍କୁ ସାଥୀରେ ନିଜର ଭଡ଼ା ଘରକୁ ଆଣିଥିଲେ। ତା’ପର ଦିନ ଅର୍ଥାତ ୨୮ ତାରିଖରେ ଶୁଭଶ୍ରୀଙ୍କୁ ଧରି ପ୍ରଦ୍ୟୁମ୍ନ ନିଜ ପ୍ରେମିକା ରୋଜିଙ୍କ ଭଡ଼ା ଘର ସାମପୁରକୁ ଯାଇଥିଲେ।
Miscellaneous
ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ‘ସୁଭଦ୍ରା’: ଉପମୁଖ୍ୟମନ୍ତ୍ରୀ
ରାଜ୍ୟ ବିଜେପି ସରକାରଙ୍କ ଲୋକାଭିମୁଖୀ ଯୋଜନା ହେଉଛି ‘ସୁଭଦ୍ରା’। ପ୍ରତ୍ୟେକ ଗରିବ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Crime
ଡେରାବିଶ ସିଡିପିଓଙ୍କୁ କାର୍ଯ୍ୟରୁ ହଟାଗଲା, ତଦନ୍ତ ଆରମ୍ଭ
ଗତକାଲି ଜଣେ ମହିଳା କିରାଣୀ ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଏହାପରେ ଆଜି ତାଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।