ସମ୍ୱଲପୁର: ଗ୍ୟାସ୍ ଲିକ୍ ହୋଇ ଜଳିଗଲା ଫାଷ୍ଟଫୁଡ୍‌ ଦୋକାନ

ସମ୍ୱଲପୁର: ସମ୍ୱଲପୁର ସହରର ଲକ୍ଷ୍ମୀ ଟକିଜ୍‌ ଭିଏସ୍‌ଏସ୍ ମାର୍ଗରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଆଜି ସକାଳେ ଗ୍ୟାସ୍ ଲିକ୍  ହୋଇ ଅଗ୍ନିକାଣ୍ଡ ଘଟିଛି। ଦୋକାନରେ ନିଆଁ ଲାଗି ଯିବାରୁ ୨ଟି ଟେବୁଲ୍ ଓ କିଛି ଆସବାବ ପତ୍ର ପୋଡ଼ି ଯାଇଛି। ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

sambulpur

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 05:38 AM IST

Related story