ସମ୍ୱଲପୁର: ରେକ୍ସିନ ଦୋକାନରେ ଅଗ୍ନିକାଣ୍ଡ, ୧୫ ଲକ୍ଷ ଟଙ୍କାର ସାମଗ୍ରୀ ପାଉଁଶ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ଟାଟା ନଗର ନିକଟସ୍ଥ ଏକ ରେକ୍ସିନ ଦୋକାନରେ ଆଜି ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଏକ ଲାପଟପ୍ ସହ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଖବର ପାଇ ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସୂଚନାଯୋଗ୍ୟ, ନିକଟରେ ଥିବା ଏକ ହୋଟେଲର ଏକ  ଲୁହା ନାମ ଫଳକରେ  ୱେଲଡିଙ୍ଗ କାମ ଚାଲୁଥିବା  ବେଳେ  ହଠାତ୍ ସେଥିରୁ ନିଆଁ ଝୁଲ ବାହାରି  ରେକ୍ସିନ ଦୋକାନ […]

sambulpur fair

sambulpur fair

Rakesh Mallick
  • Published: Friday, 16 October 2015
  • Updated: 16 October 2015, 11:33 AM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ଟାଟା ନଗର ନିକଟସ୍ଥ ଏକ ରେକ୍ସିନ ଦୋକାନରେ ଆଜି ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଏକ ଲାପଟପ୍ ସହ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଖବର ପାଇ ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ସୂଚନାଯୋଗ୍ୟ, ନିକଟରେ ଥିବା ଏକ ହୋଟେଲର ଏକ  ଲୁହା ନାମ ଫଳକରେ  ୱେଲଡିଙ୍ଗ କାମ ଚାଲୁଥିବା  ବେଳେ  ହଠାତ୍ ସେଥିରୁ ନିଆଁ ଝୁଲ ବାହାରି  ରେକ୍ସିନ ଦୋକାନ ବାହାରେ ରଖାଯାଇଥିବା ନଡିଆକତା ଓ ରେକ୍ସିନ ଉପରେ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos