ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ଟାଟା ନଗର ନିକଟସ୍ଥ ଏକ ରେକ୍ସିନ ଦୋକାନରେ ଆଜି ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଏକ ଲାପଟପ୍ ସହ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଖବର ପାଇ ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।
ସୂଚନାଯୋଗ୍ୟ, ନିକଟରେ ଥିବା ଏକ ହୋଟେଲର ଏକ ଲୁହା ନାମ ଫଳକରେ ୱେଲଡିଙ୍ଗ କାମ ଚାଲୁଥିବା ବେଳେ ହଠାତ୍ ସେଥିରୁ ନିଆଁ ଝୁଲ ବାହାରି ରେକ୍ସିନ ଦୋକାନ ବାହାରେ ରଖାଯାଇଥିବା ନଡିଆକତା ଓ ରେକ୍ସିନ ଉପରେ ପଡିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
JSW ବାବୁଙ୍କୁ ଖୋଳ କରିଦେଲେ ସାଇବର ଠକ, ନେଇଗଲେ ୨୫ କୋଟି
ବାବୁ ଜଣକ ଟଙ୍କା ଉଠାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଉକ୍ତ ଗ୍ରୁପ୍ରୁ ବାହାର କରି ଦିଆଯାଇଥିଲା। ଯାହାଫଳରେ ସେ ଟଙ୍କା ଉଠାଇ ପାରିଲେ ନାହିଁ। ଏହା ପରେ ସେ ଠକାମୀରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।
Entertainment
ଆଉ ଯାତ୍ରାରେ ହେବନି ନଗ୍ନ ନୃତ୍ୟ; କଠୋର ହେଲେ ସରକାର
ଗତ କିଛି ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢୁଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଲୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି।
Crime
ଦୁଇ ପ୍ରେମିକାଙ୍କ ସହ ମିଶି ପତ୍ନୀଙ୍କୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ୱାମୀ!
ଗତ ୨୭ ତାରିଖରେ ପ୍ରଦ୍ୟୁମ୍ନ ତାଙ୍କ ଶ୍ୱଶୁର ଘର ଯାଇଥିଲେ। ଆଉ ବୁଝାଇସୁଝାଇ ପତ୍ନୀ ଶୁଭଶ୍ରୀଙ୍କୁ ସାଥୀରେ ନିଜର ଭଡ଼ା ଘରକୁ ଆଣିଥିଲେ। ତା’ପର ଦିନ ଅର୍ଥାତ ୨୮ ତାରିଖରେ ଶୁଭଶ୍ରୀଙ୍କୁ ଧରି ପ୍ରଦ୍ୟୁମ୍ନ ନିଜ ପ୍ରେମିକା ରୋଜିଙ୍କ ଭଡ଼ା ଘର ସାମପୁରକୁ ଯାଇଥିଲେ।
Miscellaneous
ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ‘ସୁଭଦ୍ରା’: ଉପମୁଖ୍ୟମନ୍ତ୍ରୀ
ରାଜ୍ୟ ବିଜେପି ସରକାରଙ୍କ ଲୋକାଭିମୁଖୀ ଯୋଜନା ହେଉଛି ‘ସୁଭଦ୍ରା’। ପ୍ରତ୍ୟେକ ଗରିବ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Crime
ଡେରାବିଶ ସିଡିପିଓଙ୍କୁ କାର୍ଯ୍ୟରୁ ହଟାଗଲା, ତଦନ୍ତ ଆରମ୍ଭ
ଗତକାଲି ଜଣେ ମହିଳା କିରାଣୀ ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଏହାପରେ ଆଜି ତାଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।