ସାଉଥ୍‌କୋ ଅଧିକାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ବ୍ରହ୍ମପୁର ବିଦ୍ୟତ୍‌ପୁରୀ କଲୋନୀରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରିଛି। ତାଙ୍କ ନାଁ ମନଞ୍ଜୟ ନାୟକ। ସେ ସାଉଥ୍‌କୋ କାର୍ଯ୍ୟାଳୟରେ ଡେପୁଟି ମ୍ୟାନେଜର (ଏଚଆର) ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ସେ ନିଜ ଘରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି। ଖବର ପାଇ ବିଏନ୍‌ପୁର ଥାନା ପୋଲିସ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

suicide

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 01:29 PM IST

Related story