ସିରାଜୁଦ୍ଦିନ ଖଣି କମ୍ପାନୀ କାର୍ଯ୍ୟାଳୟ ଉପରେ ଚଢାଉ କଲା ସେଣ୍ଟ୍ରାଲ ଏକ୍ସସାଇଜ ବିଭାଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ସିରାଜୁଦ୍ଦିନ ଏଣ୍ଡ କୋ ଖଣି କମ୍ପାନୀ କାର୍ଯ୍ୟାଳୟରେ  ସେଣ୍ଟ୍ରାଲ ଏକ୍ସସାଇଜ ବିଭାଗର ଚଢଉ କରାଯାଇଛି। ଗତକାଲି ଏକ ୬ ଜଣିଆ ଟିମ୍ କମ୍ପାନୀର ବଳଦାସ୍ଥିତ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲେ। ପ୍ରାୟ ୫ ଘଣ୍ଟା ଧରି ଏହି ଚଢାଉ ଚାଲିଥିଲା। ଚଢାଉ ବେଳେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଫାଇଲ ଯାଞ୍ଚ କରିଥିଲା ଏହି ଟିମ୍। ଭୁବନେଶ୍ୱର ଏବଂ ରାଉରକେଲାରୁ ସେଣ୍ଟ୍ରାଲ ଏକ୍ସସାଇଜର ଏହି ଟିମ ଆସିଥିବା […]

sirajuddain mines

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 05:54 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ସିରାଜୁଦ୍ଦିନ ଏଣ୍ଡ କୋ ଖଣି କମ୍ପାନୀ କାର୍ଯ୍ୟାଳୟରେ  ସେଣ୍ଟ୍ରାଲ ଏକ୍ସସାଇଜ ବିଭାଗର ଚଢଉ କରାଯାଇଛି। ଗତକାଲି ଏକ ୬ ଜଣିଆ ଟିମ୍ କମ୍ପାନୀର ବଳଦାସ୍ଥିତ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲେ। ପ୍ରାୟ ୫ ଘଣ୍ଟା ଧରି ଏହି ଚଢାଉ ଚାଲିଥିଲା। ଚଢାଉ ବେଳେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଫାଇଲ ଯାଞ୍ଚ କରିଥିଲା ଏହି ଟିମ୍। ଭୁବନେଶ୍ୱର ଏବଂ ରାଉରକେଲାରୁ ସେଣ୍ଟ୍ରାଲ ଏକ୍ସସାଇଜର ଏହି ଟିମ ଆସିଥିବା ସୂଚନା ମିଳିଛି।

Related story