ସମ୍ବଲପୁର: ମଦ ଦୋକାନ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ

ସମ୍ୱଲପୁର: ସମ୍ୱଲପୁରରେ ପୁଣି ମଦ ବିରୋଧୀ ଆନ୍ଦୋଳନ ତେଜିଲା । ଆଜି ଜୟନ୍ତପୁର ସେବା ସ୍ୱଂୟ ସହାୟକ ଗୋଷ୍ଠୀ ପକ୍ଷରୁ ମଦ ଦୋକାନ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଶହ ଶହ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ମଦଭାଟି ସହ ମଦ ଦୋକାନ ଯୋଗୁ ଅସାମାଜିକ କାର୍ଯ୍ୟକଳାପ ବଢୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ତେଣୁ ଏସବୁକୁ ଉଚ୍ଛେଦ ପାଇଁ ଦାବି ହୋଇଛି।

s

Rakesh Mallick
  • Published: Monday, 11 January 2016
  • , Updated: 11 January 2016, 07:02 AM IST

Related story