ତନୁ ୱେଡ୍ସ ମନୁ ରିଟର୍ଣ୍ଣସର ନୂଆ ଟ୍ରେଲର

ନୂଆଦିଲ୍ଲୀ: ରିଲିଜ୍ ହୋଇଛି ‘ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’ର ନୂଆ ଟ୍ରେଲର । ଏହି ଚଳଚ୍ଚିତ୍ରରେ କଙ୍ଗନା ରାନାୱତଙ୍କୁ  ଦେଖିବାକୁ ମିଳିବ ଡବଲ୍ ରୋଲରେ । ୨୦୧୧ ରେ ରିଲିଜ୍ ହୋଇଥିବା  ‘ତନୁ ୱେଡ୍ସ ମନୁ’ ଯେଉଁଠି ଶେଷ ହୋଇଥିଲା ସେହିଠାରୁ ଏହାର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି । ଏଥିରେ କଙ୍ଗନା ଜଣେ ଦେଶୀ ଗର୍ଲ ଭୂମିକାରେ ଥିବାବେଳେ ଅନ୍ୟ ଭୂମିକାରେ ଗୃହିଣୀ ଭାବେ ବିଦେଶରେ ରହୁଛନ୍ତି । ପ୍ରେମ ଓ ପ୍ରତାରଣାକୁ ନେଇ ଗତିଶୀଳ […]

proxy

proxy

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 09:32 AM IST

Sports

Latest News

ନୂଆଦିଲ୍ଲୀ: ରିଲିଜ୍ ହୋଇଛି ‘ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’ର ନୂଆ ଟ୍ରେଲର । ଏହି ଚଳଚ୍ଚିତ୍ରରେ କଙ୍ଗନା ରାନାୱତଙ୍କୁ  ଦେଖିବାକୁ ମିଳିବ ଡବଲ୍ ରୋଲରେ । ୨୦୧୧ ରେ ରିଲିଜ୍ ହୋଇଥିବା  ‘ତନୁ ୱେଡ୍ସ ମନୁ’ ଯେଉଁଠି ଶେଷ ହୋଇଥିଲା ସେହିଠାରୁ ଏହାର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି ।

ଏଥିରେ କଙ୍ଗନା ଜଣେ ଦେଶୀ ଗର୍ଲ ଭୂମିକାରେ ଥିବାବେଳେ ଅନ୍ୟ ଭୂମିକାରେ ଗୃହିଣୀ ଭାବେ ବିଦେଶରେ ରହୁଛନ୍ତି । ପ୍ରେମ ଓ ପ୍ରତାରଣାକୁ ନେଇ ଗତିଶୀଳ ହୋଇଛି ‘ତନୁ ୱେଡ୍ସ ମନୁ’ର ସିକୁ୍ୟଏଲ । ଏଥିରେ ଲିଡ ରୋଲରେ ମାଧବନ୍ ଓ କଙ୍ଗନା ରାନାୱତଙ୍କୁ ପୁଣି ଥରେ ଦେଖିବାକୁ ମିଳିବ ।

ସେହି ସମୟରେ ବେଶ୍ ପ୍ରଶଂସା ସାଉଁଟିଥିବା ଏହି ଯୋଡି,ଦର୍ଶକଙ୍କୁ ଚଳଚ୍ଚିତ୍ର ଆଡକୁ ଆକର୍ଷିତ କରିବା ପାଇଁ ଲାଗିପଡିଛନ୍ତିି ।ଏହି ଚଳଚ୍ଚିତ୍ରକୁ ଅନିଲ୍ ଏଲ ରାଏ ନିଦେ୍ର୍ଧଶନା ଦେଇଥିବା ବେଳେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଛନ୍ତି ଜିମ୍ମି ଶେର୍ଗିଲ୍,ଦୀପକ ଦେବରାୟଲ୍ ଓ ଇଜାଜ୍ ଖାନ୍ ।

ଏହି ଚଳଚ୍ଚିତ୍ର ମେ ୨୨ରେ ରିଲିଜ ହେବାର ଯୋଜନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story