ଗଣମାଧ୍ୟମ ଆଗରେ ସାଂଘାତିକ ତଥ୍ୟ ରଖିଲେ ଶ୍ରେୟାଙ୍କ ଓକିଲ। ଶ୍ରେୟା ବ୍ରାହ୍ମଣ ଝିଅ, ହ୍ୟୁମାନ ଖ୍ରୀଷ୍ଟିଆନ। ଶ୍ରେୟାଙ୍କୁ ଧର୍ମାନ୍ତରୀକରଣ କରିବା ପାଇଁ ଚେଷ୍ଟା କରୁଥିଲେ ବୋଲି କହିଲେ ଶ୍ରେୟାଙ୍କ ଓକିଲ।