‘୧୦୨ ନଟ୍‌ ଆଉଟ୍‌’ରେ ଆସିବେ ସଞ୍ଜୟ

ମୁମ୍ବାଇ: ନିର୍ଦ୍ଦେଶକ ଉମେଶ ଶୁକ୍ଳାଙ୍କ ଆଗାମୀ ଫିଲ୍ମ ‘୧୦୨ ନଟ୍‌ ଆଉଟ୍‌’ରେ ସଞ୍ଜୁ ବାବାଙ୍କୁ ଦେଖିବାକୁ ମିଳିବ। ଏହା ନିଜେ ଉମେଶ କହିଛନ୍ତି। ଏଥିରେ ସଞ୍ଜୟଙ୍କ ସହ ବିଗ୍‌ ବିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ୨୦୧୭ରେ ଏହା ପରଦାକୁ ଆସିବ। ଜେଲରୁ ବାହାରିବା ପରେ ବି ଟାଉନ୍‌ରେ ସଞ୍ଜୁ ବାବାଙ୍କୁ ନେଇ ଏବେ ଚର୍ଚ୍ଚା। ଉମେଶ କହିଛନ୍ତି, “ମୁଁ ଭାବୁଛି ସେ (ସଞ୍ଜୁ ବାବା) ପ୍ରଥମେ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମର ସୁଟିଂ କରିବେ। ଏହା ପରେ ‘୧୦୨ […]

sanjay-dutt

sanjay-dutt

Rakesh Mallick
  • Published: Monday, 16 May 2016
  • Updated: 16 May 2016, 03:26 PM IST

Sports

Latest News

ମୁମ୍ବାଇ: ନିର୍ଦ୍ଦେଶକ ଉମେଶ ଶୁକ୍ଳାଙ୍କ ଆଗାମୀ ଫିଲ୍ମ ‘୧୦୨ ନଟ୍‌ ଆଉଟ୍‌’ରେ ସଞ୍ଜୁ ବାବାଙ୍କୁ ଦେଖିବାକୁ ମିଳିବ। ଏହା ନିଜେ ଉମେଶ କହିଛନ୍ତି। ଏଥିରେ ସଞ୍ଜୟଙ୍କ ସହ ବିଗ୍‌ ବିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ୨୦୧୭ରେ ଏହା ପରଦାକୁ ଆସିବ।

ଜେଲରୁ ବାହାରିବା ପରେ ବି ଟାଉନ୍‌ରେ ସଞ୍ଜୁ ବାବାଙ୍କୁ ନେଇ ଏବେ ଚର୍ଚ୍ଚା। ଉମେଶ କହିଛନ୍ତି, “ମୁଁ ଭାବୁଛି ସେ (ସଞ୍ଜୁ ବାବା) ପ୍ରଥମେ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମର ସୁଟିଂ କରିବେ। ଏହା ପରେ ‘୧୦୨ ନଟ୍‌ ଆଉଟ୍‌’ର ସୁଟିଂ ଆରମ୍ଭ ହେବେ। ଏ ନେଇ ତାଙ୍କ ସହ ମୁଁ କଥା ହୋଇସାରିଛି।”

ସେ କହିଛନ୍ତି, “ସଞ୍ଜୟ ପାରୋଲରେ ଥିବା ବେଳେ ଫିଲ୍ମର ଷ୍ଟୋରି ବିଷୟରେ ତାଙ୍କୁ କହିଥିଲି। ସେ ଏହାକୁ ବହୁତ ପସନ୍ଦ କରିଥିଲେ। ଜେଲରୁ ବାହାରିବା ପରେ ତାଙ୍କୁ ଦେଖା କରି ଫିଲ୍ମ ବିଷୟରେ ଆଲୋଚନା କରିଛି। ଏବେ ଫିଲ୍ମର ସ୍କ୍ରିଟ୍‌କୁ ଡେଭଲପ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story