ଆସିଲା ଅପକମିଙ୍ଗ ବଲିଉଡ୍ ମୁଭି ‘ସୋନ ଚିରୟା’ର ସେକେଣ୍ଡ ଟ୍ରେଲର୍

ମୁମ୍ବାଇ: ରିଲିଜ୍ ହୋଇଛି ଅପକମିଙ୍ଗ ବଲିଉଡ୍ ମୁଭି ‘ସୋନ ଚିରୟା’ର ସେକେଣ୍ଡ ଟ୍ରେଲର୍।  ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ଫିଲ୍ମ ରିଲିଜ୍ ହେବ।  ଆଉ ଏହା ପୂର୍ବରୁ ୟୁଟୁବ୍‌ରେ ଫିଲ୍ମର ଅଫିସିଆଲ ସେକେଣ୍ଡ ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।  ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନାକରଙ୍କ ସମେତ ଆଶୁତୋଷ ରାଣା, ରଣବୀର ସୋରେ ପ୍ରମୁଖ ନଜର ଆସୁଛନ୍ତି।  ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ପରେ ବେଶ୍ ଉତ୍ସାହିତ ଅଛନ୍ତି ଫିଲ୍ମର […]

son-chiraya

Chinmayee Roy
  • Published: Monday, 11 February 2019
  • , Updated: 11 February 2019, 06:14 PM IST

ମୁମ୍ବାଇ: ରିଲିଜ୍ ହୋଇଛି ଅପକମିଙ୍ଗ ବଲିଉଡ୍ ମୁଭି ‘ସୋନ ଚିରୟା’ର ସେକେଣ୍ଡ ଟ୍ରେଲର୍।  ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ଫିଲ୍ମ ରିଲିଜ୍ ହେବ।  ଆଉ ଏହା ପୂର୍ବରୁ ୟୁଟୁବ୍‌ରେ ଫିଲ୍ମର ଅଫିସିଆଲ ସେକେଣ୍ଡ ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।  ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନାକରଙ୍କ ସମେତ ଆଶୁତୋଷ ରାଣା, ରଣବୀର ସୋରେ ପ୍ରମୁଖ ନଜର ଆସୁଛନ୍ତି।  ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ପରେ ବେଶ୍ ଉତ୍ସାହିତ ଅଛନ୍ତି ଫିଲ୍ମର ଷ୍ଟାରକାଷ୍ଟ। ପ୍ରଥମ ଟ୍ରେଲରଟିକୁ ମଧ୍ୟ ଲୋକେ ବେଶ୍‌ ପସନ୍ଦ କରିଥିଲେ।

https://youtu.be/4mdO0-1wbrI

https://youtu.be/aejAkKGiimk

ଚମ୍ବଲରେ ଡକାୟତଙ୍କ କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଛି।  ଏଥିରେ ସୁଶାନ୍ତ ଜଣେ ଆତଙ୍କବାଦୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ପାଇଁ ସୁଶାନ୍ତ ବୁନ୍ଦେଲି ଭାଷା ମଧ୍ୟ ଶିଖିଛନ୍ତି। ‘ସୋନ୍‌ ଚିରିୟା’ର ଟ୍ରେଲର୍‌ ରିଲିଜ୍ ହୋଇଛି।

Related story