୪ଦିନରେ ହାଫ୍‌ ସେଂଚୁରୀ: ବକ୍ସ ଅଫିସରେ ବୋବାଲ କରୁଛି ‘ବଦ୍ରିନାଥ କୀ ଦୁଲହନିଆ’

ମୁମ୍ବାଇ: ‘ବଦ୍ରିନାଥ କୀ ଦୁଲହନିଆ’ ବକ୍ସ ଅଫିସ ଧୁମ୍‌ ମଚାଇଛି’। ରିଲିଜ୍‌ ହେବାର ଚାରି ଦିନ ମଧ୍ୟରେ ବକ୍ସ ଅଫିସରେ  ୫୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଫିଲ୍ମ ୧୦୦ କୋଟିରୁ ଅଧିକ ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି। ଫିଲ୍ମଟି  ପ୍ରଥମ ଦିନରେ ୧୨.୨୫ କୋଟି  ଟଙ୍କା ଆୟ କରିଥିଲା ବେଳେ  ଦ୍ୱିତୀୟ ଦିନରେ ୧୪.୭୫ କୋଟି ଓ ତୃତୀୟ ଦିନରେ ୧୬.୫ କୋଟି ଟଙ୍କା ଆୟ କରିଥିଲା। ଚତୁର୍ଥ ଦିନରେ ଫିଲ୍ମ […]

badrinath_1024_1485754294_749x421

Rakesh Mallick
  • Published: Tuesday, 14 March 2017
  • , Updated: 14 March 2017, 05:04 PM IST

ମୁମ୍ବାଇ: ‘ବଦ୍ରିନାଥ କୀ ଦୁଲହନିଆ’ ବକ୍ସ ଅଫିସ ଧୁମ୍‌ ମଚାଇଛି’। ରିଲିଜ୍‌ ହେବାର ଚାରି ଦିନ ମଧ୍ୟରେ ବକ୍ସ ଅଫିସରେ  ୫୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଫିଲ୍ମ ୧୦୦ କୋଟିରୁ ଅଧିକ ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି।

ଫିଲ୍ମଟି  ପ୍ରଥମ ଦିନରେ ୧୨.୨୫ କୋଟି  ଟଙ୍କା ଆୟ କରିଥିଲା ବେଳେ  ଦ୍ୱିତୀୟ ଦିନରେ ୧୪.୭୫ କୋଟି ଓ ତୃତୀୟ ଦିନରେ ୧୬.୫ କୋଟି ଟଙ୍କା ଆୟ କରିଥିଲା। ଚତୁର୍ଥ ଦିନରେ ଫିଲ୍ମ ୯କୋଟି ଟଙ୍କା କରିଥିଲା ଫିଲ୍ମ ନିର୍ମାତା ତରୁଣ ଆଦର୍ଶ ଏହି  ସୂଚନା ଦେଇଛନ୍ତି।

ଫିଲ୍ମରେ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଓ ବରୁନ୍‌ ଧାୱନ୍‌ଙ୍କ ଯୋଡ଼ିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି।

Related story