ପର୍‌ଫେକ୍ଟ ଦିଶିବା ପାଇଁ ନାକ ଓ କାନ ଫୋଡ଼ିଲେ ଆମିର

ମୁମ୍ବାଇ: ପ୍ରତ୍ୟେକ ଫିଲ୍ମରେ ନୂଆ ଲୁକ୍‌ରେ ଆସନ୍ତି ଆମିର ଖାନ୍‌। କ୍ୟାରେକ୍ଟରକୁ ମାନିଲା ଭଳି ସେ ନିଜ ଲୁକ୍‌ ଚେଞ୍ଜ କରନ୍ତି। ଅପ୍‌କମିଂ ଫିଲ୍ମ ‘ଠଗ୍‌ସ ଅଫ୍ ହିନ୍ଦୁସ୍ତାନ’ରେ ବି ସେ ଆସୁଛନ୍ତି ଏକ ନୂଆ ଲୁକ୍‌ରେ। ତାଙ୍କର ଏହି ଲୁକ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସେ ନୋଥ ଓ କାନ ଫୁଲ ଲଗାଇଛନ୍ତି। ଏଥିପାଇଁ ସେ ନାକ ଓ କାନ ଫୋଡ଼ିଛନ୍ତି। ନାକ ଓ କାନ ଫୋଡ଼ିବା ପରେ ତାଙ୍କୁ ବହୁତ […]

amir

amir

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 11:36 AM IST

Sports

Latest News

ମୁମ୍ବାଇ: ପ୍ରତ୍ୟେକ ଫିଲ୍ମରେ ନୂଆ ଲୁକ୍‌ରେ ଆସନ୍ତି ଆମିର ଖାନ୍‌। କ୍ୟାରେକ୍ଟରକୁ ମାନିଲା ଭଳି ସେ ନିଜ ଲୁକ୍‌ ଚେଞ୍ଜ କରନ୍ତି। ଅପ୍‌କମିଂ ଫିଲ୍ମ ‘ଠଗ୍‌ସ ଅଫ୍ ହିନ୍ଦୁସ୍ତାନ’ରେ ବି ସେ ଆସୁଛନ୍ତି ଏକ ନୂଆ ଲୁକ୍‌ରେ। ତାଙ୍କର ଏହି ଲୁକ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସେ ନୋଥ ଓ କାନ ଫୁଲ ଲଗାଇଛନ୍ତି। ଏଥିପାଇଁ ସେ ନାକ ଓ କାନ ଫୋଡ଼ିଛନ୍ତି। ନାକ ଓ କାନ ଫୋଡ଼ିବା ପରେ ତାଙ୍କୁ ବହୁତ କଷ୍ଟ ହୋଇଥିଲା। ଏପରିକି ଯନ୍ତ୍ରଣା ଯୋଗୁଁ ସେ ରାତିରେ ଶୋଇ ପାରି ନ ଥିଲେ।

‘ଠଗ୍‌ସ ଅଫ୍ ହିନ୍ଦୁସ୍ତାନ’ରେ ପ୍ରଥମ ଥର ପାଇଁ ଆମିର ଖାନ୍ ଓ ଅମିତାଭ ବଚ୍ଚନ ଏକତ୍ର ଅଭିନୟ କରିବେ। ଏଥିରେ କଟ୍ରିନା କୈଫ୍ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos