ଜୁହିଙ୍କୁ ବାହା ହୋଇଥା’ନ୍ତେ ଆମୀରଙ୍କ ଭଣଜା !

ମୁମ୍ବାଇ: ଆଜି ହେଉଛି ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଜୁହି ଚାୱଲାଙ୍କ ଜନ୍ମଦିନ। ଆଜି ସେ ୫୨ ବର୍ଷରେ ପାଦ ଥାପିଛନ୍ତି। ‘କୟାମତ୍‌ ସେ କୟାମତ୍ ତକ୍‌’, ‘ପ୍ରତିବନ୍ଧ’, ‘ବୋଲ୍ ରାଧା ବୋଲ୍’, ‘ହମ୍‌ ହେଁ ରାହି ପ୍ୟାର୍‌ କେ’, ‘ଡର୍’, ‘ରାମ୍ ଜାନେ’, ‘ଦିୱାନା ମସ୍ତାନା’, ‘ୟେସ ବସ୍’ ଓ ‘ଇଶ୍କ’ ଭଳି ଫିଲ୍ମରେ କାମ କରିଥିବା ଜୁହି ସେତେବେଳେ କେବଳ ଯୁବ ପିଢ଼ିର କ୍ରସ୍ ନଥିଲେ, ଛୋଟ ପିଲା ବି ତାଙ୍କୁ ଖୁବ୍ ଭଲ ପାଉଥିଲେ। […]

juhi

juhi

Jitendra Garnayak
  • Published: Wednesday, 13 November 2019
  • Updated: 13 November 2019, 01:12 PM IST

Sports

Latest News

ମୁମ୍ବାଇ: ଆଜି ହେଉଛି ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଜୁହି ଚାୱଲାଙ୍କ ଜନ୍ମଦିନ। ଆଜି ସେ ୫୨ ବର୍ଷରେ ପାଦ ଥାପିଛନ୍ତି। ‘କୟାମତ୍‌ ସେ କୟାମତ୍ ତକ୍‌’, ‘ପ୍ରତିବନ୍ଧ’, ‘ବୋଲ୍ ରାଧା ବୋଲ୍’, ‘ହମ୍‌ ହେଁ ରାହି ପ୍ୟାର୍‌ କେ’, ‘ଡର୍’, ‘ରାମ୍ ଜାନେ’, ‘ଦିୱାନା ମସ୍ତାନା’, ‘ୟେସ ବସ୍’ ଓ ‘ଇଶ୍କ’ ଭଳି ଫିଲ୍ମରେ କାମ କରିଥିବା ଜୁହି ସେତେବେଳେ କେବଳ ଯୁବ ପିଢ଼ିର କ୍ରସ୍ ନଥିଲେ, ଛୋଟ ପିଲା ବି ତାଙ୍କୁ ଖୁବ୍ ଭଲ ପାଉଥିଲେ। ଆଉ ସେମାନଙ୍କ ମଧ୍ୟରେ ଜଣେ ଥିଲେ ଆମୀର ଖାନ୍‌ଙ୍କ ଭଣଜା ତଥା ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌। ଏମିତିକି ସେ ଥରେ ଜୁହିଙ୍କୁ ବାହା ହେବେ ବୋଲି ପ୍ରୋପୋଜ୍ ବି କରି ଦେଇଥିଲେ। ଇମ୍ରାନ୍ ଥରେ ଏକ ସାକ୍ଷାତକାରରେ ଏ କଥା କହିଥିଲେ।

ଛୋଟ ବେଳେ ଇମ୍ରାନ୍ ବେଳେ ବେଳେ ଆମୀରଙ୍କ ଶୁଟିଂ ସେଟ୍‌କୁ ଯାଉଥିଲେ। ଥରେ ଶୁଟିଂ ସେଟ୍‌ରେ ସେ ଜୁହିଙ୍କୁ ପ୍ରୋପୋଜ୍ କରିବା ସହିତ ଏକ ମୁଦି ବି ଦେଇଥିଲେ। ମୁଦିଟିକୁ ଜୁହି ଗ୍ରହଣ କରିଥିଲେ। ତେବେ ଇମ୍ରାନ୍‌ଙ୍କ ଏହି ପ୍ରେମ ମାତ୍ର ତିନି ଚାରି ଦିନ ଚାଲି ପାରିଥିଲା। ତା’ପରେ ସେ ଜୁହିଙ୍କଠାରୁ ଉକ୍ତ ମୁଦି ବି ନେଇ ଯାଇଥିଲେ।

ସୂଚନାଯୋଗ୍ୟ, ୧୯୮୬ ମସିହାରେ ଫିଲ୍ମ ‘ସଲତ୍‌ନତ୍‌’ ଜରିଆରେ ସେ ବଲିଉଡ୍‌ରେ ‘ଡେବ୍ୟୁ’ କରି ଥିଲେ। ତେବେ ୧୯୮୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘କୟାମତ୍ ସେ କୟାମତ୍ ତକ୍’ରେ ତାଙ୍କୁ ସମସ୍ତେ ଜାଣିଲେ। ଏଥିରେ ସେ ଆମୀର ଖାନ୍‌ଙ୍କ ସହିତ ଅଭିନୟ କରିଥିଲେ। ଆମୀରଙ୍କ ବ୍ୟତୀତ ଗୋବିନ୍ଦା, ଋଷି କପୁର, ଅନୀଲ କପୁର, ଶାହାରୁଖ ଖାନ୍, ଅଜୟ ଦେବଗନ, ଅକ୍ଷୟ କୁମାର ଓ ସନି ଦେଓଲଙ୍କ ଭଳି ଷ୍ଟାରଙ୍କ ସହିତ ସେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story