ଆଜି ଆକାଶଙ୍କ ଜନ୍ମଦିନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ଓଲିଉଡ୍‌ ଅଭିନେତା ତଥା ରାଜନେତା ଆକାଶ ଦାସ ନାୟକଙ୍କ ଜନ୍ମଦିନ। ୧୯୮୧ ମସିହାରେ ଆଜିର ଦିନରେ ସେ ଯାଜପୁର ରୋଡ୍‌ରେ ଜନ୍ମ ହୋଇଥିଲେ। ତାଙ୍କ ବାପା ହେଉଛନ୍ତି ଜଣେ ଜଣାଶୁଣା ଶ୍ରମିକ ନେତା ମାୟାଧର ନାୟକ। ତାଙ୍କ ମା’ଙ୍କ ନାଁ ଇନ୍ଦିରା ଦାସ। ସେ ୨୦୦୮ରେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଫିଲ୍ମର ନାମ ‘କଳିଙ୍ଗ ପୁତ୍ର’। ତାଙ୍କର ଅନ୍ୟଫିଲ୍ମ ମଧ୍ୟରେ ରହିଛି- ‘ସତ୍ୟମେବ ଜୟତେ’, ‘ଶତ୍ରୁ ସଂହାର’, […]

akash1

akash1

Jitendra Garnayak
  • Published: Monday, 17 September 2018
  • Updated: 17 September 2018, 06:40 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ଓଲିଉଡ୍‌ ଅଭିନେତା ତଥା ରାଜନେତା ଆକାଶ ଦାସ ନାୟକଙ୍କ ଜନ୍ମଦିନ।

୧୯୮୧ ମସିହାରେ ଆଜିର ଦିନରେ ସେ ଯାଜପୁର ରୋଡ୍‌ରେ ଜନ୍ମ ହୋଇଥିଲେ। ତାଙ୍କ ବାପା ହେଉଛନ୍ତି ଜଣେ ଜଣାଶୁଣା ଶ୍ରମିକ ନେତା ମାୟାଧର ନାୟକ। ତାଙ୍କ ମା’ଙ୍କ ନାଁ ଇନ୍ଦିରା ଦାସ।

ସେ ୨୦୦୮ରେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଫିଲ୍ମର ନାମ ‘କଳିଙ୍ଗ ପୁତ୍ର’। ତାଙ୍କର ଅନ୍ୟଫିଲ୍ମ ମଧ୍ୟରେ ରହିଛି- ‘ସତ୍ୟମେବ ଜୟତେ’, ‘ଶତ୍ରୁ ସଂହାର’, ‘ଶୁଭ ବିବାହ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ଆଲୋ ମୋର କଣ୍ଢେଇ’, ‘ଶପଥ’, ‘ଖିଲାଡ଼ି’, ‘ଧର୍ମ’, ‘ମିତ ବସିଛି ଭୂତ ସାଥୀରେ’, ‘ସଂଗ୍ରାମ’, ‘ତୁ କହିବୁ ନା ମୁଁ’, ‘ଅଗସ୍ତ୍ୟ’ ଓ ‘ଜଷ୍ଟ୍ ମହବତ୍’।

‘କଳିଙ୍ଗ ପୁତ୍ର’ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

[caption id="attachment_276898" align="aligncenter" width="750"]akash ଏକ ଫିଲ୍ମ ରିଲିଜ୍ ବେଳେ ପ୍ରଶଂସକଙ୍କ ଗହଣରେ ଆକାଶ (image credit- facebook)[/caption]

୨୦୧୪ ବିଧାନସଭା ନିର୍ବାଚନରେ ସେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ।

ଅଭିନେତା ତଥା ତାଙ୍କ ସଡ଼ୁ ପାର୍ଥ ସାରଥୀ ରୟ କହିଛନ୍ତି,“ ସେ (ଆକାଶ) ଗତ କିଛି ବର୍ଷ ହେଲା ତାଙ୍କ ଜନ୍ମଦିନ କୌଣସି ବୃଦ୍ଧାଶ୍ରମରେ କିମ୍ବା ଅନାଥ ପିଲାଙ୍କ ସହ ପାଳିଆସୁଛନ୍ତି। ଜୀବନର ସ୍ପେଶାଲ୍ ଦିନଟିକୁ ସେ ସେହିମାନଙ୍କ ସହିତ କାଟନ୍ତି। ମୁଁ ବି ତାଙ୍କ ସହିତ ରହେ। କିନ୍ତୁ ଏ ବର୍ଷ ସୁଟିଂ ସିଡ୍ୟୁଲ୍ ଯୋଗୁ ମୁଁ ତାଙ୍କ ସହିତ ରହିପାରିବି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story