ହୋଟେଲ ରୁମରୁ ମିଳିଲା ଜଣାଶୁଣା ଅଭିନେତ୍ରୀଙ୍କ ମୃତଦେହ

ଚେନ୍ନାଇ: ଅଭିନେତା-ଅଭିନେତ୍ରୀଙ୍କ ପାଇଁ ଖରାପ ବର୍ଷ ପାଲଟିଛି ୨୦୨୦ । ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ କଳାକାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଏବେ ପୁଣି ଆଉ ଏକ ଦୁଃଖଦ ଖବର ଆସିଛି । ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। ତାମିଲ ଇଣ୍ଡଷ୍ଟ୍ରିର ୨୮ବର୍ଷୀୟ ଟେଲି ଅଭିନେତ୍ରୀ ଭି ଜେ ଚିତ୍ରାଙ୍କ ମୃତଦେହ ଚେନ୍ନାଇର ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି । ସେ ଆତ୍ମହତ୍ୟା କରିଥିବା ନେଇ ପୁଲିସ ସନ୍ଦେହ କରୁଛି […]

vj-chitra

vj-chitra

Madhupriya Mistry
  • Published: Wednesday, 09 December 2020
  • Updated: 09 December 2020, 11:58 AM IST

Sports

Latest News

ଚେନ୍ନାଇ: ଅଭିନେତା-ଅଭିନେତ୍ରୀଙ୍କ ପାଇଁ ଖରାପ ବର୍ଷ ପାଲଟିଛି ୨୦୨୦ । ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ କଳାକାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଏବେ ପୁଣି ଆଉ ଏକ ଦୁଃଖଦ ଖବର ଆସିଛି । ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। ତାମିଲ ଇଣ୍ଡଷ୍ଟ୍ରିର ୨୮ବର୍ଷୀୟ ଟେଲି ଅଭିନେତ୍ରୀ ଭି ଜେ ଚିତ୍ରାଙ୍କ ମୃତଦେହ ଚେନ୍ନାଇର ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି । ସେ ଆତ୍ମହତ୍ୟା କରିଥିବା ନେଇ ପୁଲିସ ସନ୍ଦେହ କରୁଛି ।

ସୂଚନାନୁସାରେ, ଚିତ୍ରା ରାତି ସାଢ଼େ ୨ଟା ପରେ ଶୁଟିଂ ସେଟରୁ ହୋଟେଲକୁ ଫେରିଥିଲେ । ସେ ହୋଟେଲରେ ନିଜ ଭାବୀ ସ୍ୱାମୀ ତଥା ଚେନ୍ନାଇର ବଡ ବିଜନେସମ୍ୟାନ ହେମନ୍ତ ରବିଙ୍କ ସହ ରୁହୁଥିଲେ । ହେମନ୍ତ ପୁଲିସକୁ ଦେଇଥିବା ସୂଚନା ଅନୁସାରେ, ହୋଟେଲ ପହଂଚିବା ପରେ ଚିତ୍ରା ଗାଧୋଇବାକୁ ଯାଇଥିଲେ । ପରେ ବହୁ ସମୟ ଧରି ସେ ବାଥରୁମରୁ ବାହାରିନଥିଲେ । ଏହାପରେ ସେ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ କବାଟ ନଖୋଲିବାରୁ ସେ ହୋଟେଲର ଷ୍ଟାଫଙ୍କୁ ସୂଚନା ଦେଇଥିଲେ । ଡୁପ୍ଲିକେଟ ଚାବିରେ ବାଥରୁମର କବାଟ ଖୋଲିବା ପରେ ସିଲିଙ୍ଗରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପୁଲିସ ଚିତ୍ରାଙ୍କ ମୃତଦେହକୁ ଜବତ କରି ଅଟୋପ୍ସି ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ସେପଟେ ଅନେକ ମିଡିଆ ରିପୋର୍ଟରେ ଶୁଣିବାକୁ ମିଳୁଛି ଯେ, ଚିତ୍ରା ବହୁ ଦିନଧରି ଡିପ୍ରେସନରେ ଥିଲେ । ଏଥିଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଚିତ୍ରାଙ୍କ ମୃତ୍ୟୁ ଖବର ପୁରା ସାଉଥ ଇଣ୍ଡଷ୍ଟ୍ରିକୁ ଶକ୍ତି ଧକ୍କା ଦେଇଛି । ଚିତ୍ରାଙ୍କ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।  କିଛି ଦିନ ତଳେ ହେମନ୍ତ ରବିଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିଲା । ଏବଂ ଆଉ କିଛି ଦିନ ପରେ ତାଙ୍କର ବିବାହ ହେବା ନେଇ ମଧ୍ୟ ଯୋଜନା ଚାଲିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story