ଆଦିତ୍ୟଙ୍କ ଫିଲ୍ମ ସେଟ୍‌ ‘ବେଫିକର’ରେ ‘ଡିଡିଏଲଜି’ ଦିନର କଥା ମନେ ପଡିଯାଇଥିଲା: କରଣ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଚ୍ରୋପାଙ୍କ ଆଗାମୀ ଫିଲ୍ମ “ବେଫିକର” ସୁଟିଂ ସେଟକୁ ଯାଇଥିବା ବେଳେ ଫିଲ୍ମ ନିର୍ମାତା କରଣ ଜୋହର ଭାବୁକ ହୋଇ ଯାଇଥିଲେ। ଟ୍ୱିଟ୍‌ କରି କରଣ କହିଛନ୍ତି ସୁଟିଂ ସେଟ୍‌ରେ ଆଦିତ୍ୟଙ୍କୁ ଦେଖା କରିବା ବେଳେ ମୋର “ଦିଲୱାଲେ ଦୁଲହନିୟା ଲେ ଜାୟଙ୍ଗେ” ଦିନର କଥା ମନେ ପଡ଼ିଯାଇଥିଲା। ୧୯୮୫ ମସିହାରେ କରଣ ଓ ଆଦିତ୍ୟ ଜିଲୱାଲେ ଦୁଲହନିୟା ଜାୟଙ୍ଗେରେ ଏକାଠି କାମ କରିଥିଲେ। ଏଥିରେ କିଙ୍ଗଖାନ୍  ଓ କାଜୋଲ ମୁଖ୍ୟ ଭୂମିକାରେ […]

karan-johar

karan-johar

Rakesh Mallick
  • Published: Sunday, 29 May 2016
  • Updated: 29 May 2016, 12:50 PM IST

Sports

Latest News

karan-joharମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଚ୍ରୋପାଙ୍କ ଆଗାମୀ ଫିଲ୍ମ “ବେଫିକର” ସୁଟିଂ ସେଟକୁ ଯାଇଥିବା ବେଳେ ଫିଲ୍ମ ନିର୍ମାତା କରଣ ଜୋହର ଭାବୁକ ହୋଇ ଯାଇଥିଲେ। ଟ୍ୱିଟ୍‌ କରି କରଣ କହିଛନ୍ତି ସୁଟିଂ ସେଟ୍‌ରେ ଆଦିତ୍ୟଙ୍କୁ ଦେଖା କରିବା ବେଳେ ମୋର “ଦିଲୱାଲେ ଦୁଲହନିୟା ଲେ ଜାୟଙ୍ଗେ” ଦିନର କଥା ମନେ ପଡ଼ିଯାଇଥିଲା।

୧୯୮୫ ମସିହାରେ କରଣ ଓ ଆଦିତ୍ୟ ଜିଲୱାଲେ ଦୁଲହନିୟା ଜାୟଙ୍ଗେରେ ଏକାଠି କାମ କରିଥିଲେ। ଏଥିରେ କିଙ୍ଗଖାନ୍  ଓ କାଜୋଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ କରଣ ଜୋହର ତାଙ୍କ ଆଗାମୀ ଫିଲ୍ମ  ‘ଏ ଦିଲ୍  ହେ ମୁସ୍କିଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ଐଶ୍ୱର୍ଯ୍ୟା ରାୟ  ବଚ୍ଚନ, ରଣବୀର କପୁର ଓ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos