ଆଜି ସପ୍ତମ ତରଙ୍ଗ ସିନେ ଆୱାର୍ଡ ଉତ୍ସବ

ଭୁବନେଶ୍ୱର: ଆଜି କଟକରେ ଆୟୋଜିତ ହେବ ସପ୍ତମ ତରଙ୍ଗ ସିନେ ଆୱାର୍ଡ। ଚଳିତ ବର୍ଷ ମୋଟ୍ ୧୩ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ଏହି ଆୱାର୍ଡ ସୋ’ର ମୁଖ୍ୟ ଆକର୍ଷଣ ହେବେ ବଲିଉଡ୍ ଅଭିନେତ୍ରୀ ଗୌହର ଖାନ୍। ସେହିପରି ଆକ୍ସନ ବୟ ଅରିନ୍ଦମ ଓ ବେଙ୍ଗଲି ବିୟୁଟି ଝିଲ୍‌କିଙ୍କ ଦମ୍‌ଦାର୍‌ ଡ୍ୟାନ୍ସ ବି ଦେଖିବାକୁ ମିଳିବ। ପ୍ରାୟ ୨୫ ହଜାର ଦର୍ଶକ ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି।

arindam

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 03:11 AM IST

Related story