ଏକାଠି ଆସିବେ ବଡିଗାର୍ଡ ଓ କିଙ୍ଗ ଖାନ୍‌

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ କିଙ୍ଗ ଖାନ୍‌ ଶହାରୁଖ ଏବଂ ବଡିଗର୍ଡ ଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ଏକାଠି ଦେଖିବେ ଦର୍ଶକ। ଦୁହିଁଙ୍କ ଏହି ଆଶା ଶୀଘ୍ର ପୂରଣ ହେବାକୁ ଯାଉଛି। ଆସନ୍ତା ୪ ତାରିଖରେ ହେବାକୁ ଥିବା ଷ୍ଟାର ସ୍କ୍ରିନ୍‌ ଆୱାଡ କାର୍ଯ୍ୟକ୍ରମରେ ଦୁହେଁ ଏକାଠି ହୋଷ୍ଟ କରିବାକୁ ଯାଉଛନ୍ତି। ଏହି ଖବର ସଲମାନ୍‌ ନିଜେ ପ୍ରକାଶ କରିଛନ୍ତି। ଟ୍ୱିଟରରେ ଶାହାରୁଖ ଓ ଅନୁଷ୍ମାଙ୍କ ଆସିବାକୁ ଥିବା ନୂଆ ଫିଲ୍ମର ପ୍ରଥମ ଲୁକ୍‌ ରିଳିଜ କରିବା […]

salman-shahrukh-khan

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 01:56 PM IST

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ କିଙ୍ଗ ଖାନ୍‌ ଶହାରୁଖ ଏବଂ ବଡିଗର୍ଡ ଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ଏକାଠି ଦେଖିବେ ଦର୍ଶକ। ଦୁହିଁଙ୍କ ଏହି ଆଶା ଶୀଘ୍ର ପୂରଣ ହେବାକୁ ଯାଉଛି। ଆସନ୍ତା ୪ ତାରିଖରେ ହେବାକୁ ଥିବା ଷ୍ଟାର ସ୍କ୍ରିନ୍‌ ଆୱାଡ କାର୍ଯ୍ୟକ୍ରମରେ ଦୁହେଁ ଏକାଠି ହୋଷ୍ଟ କରିବାକୁ ଯାଉଛନ୍ତି।

ଏହି ଖବର ସଲମାନ୍‌ ନିଜେ ପ୍ରକାଶ କରିଛନ୍ତି। ଟ୍ୱିଟରରେ ଶାହାରୁଖ ଓ ଅନୁଷ୍ମାଙ୍କ ଆସିବାକୁ ଥିବା ନୂଆ ଫିଲ୍ମର ପ୍ରଥମ ଲୁକ୍‌ ରିଳିଜ କରିବା ପରେ ସଲମାନ ଏହା କହିଛନ୍ତି। ଏହା ସହିତ ସେ ଫିଲ୍ମର ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ଓ ଅନୁଷ୍କାକୁ ବେଷ୍ଟ ଅଫ୍‌ ଲକ୍‌ ମଧ୍ୟ ଜଣାଇଛନ୍ତି।

Related story