ହଲିଉଡ୍‌ ଯିବାକୁ ଆଲିଆଙ୍କ ମନ

ମୁମ୍ବାଇ: ଖୁବ୍‌ କମ୍‌ ସମୟ ମଧ୍ୟରେ ଆଲିଆ ଭଟ୍ଟ ବଲିଉଡ୍‌ରେ ନିଜର ଏକ  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ୭ ବର୍ଷରେ ସେ ବଲିଉଡ୍‌ର ସବୁଠୁ ସଫଳ ଅଭିନେତ୍ରୀ ତାଲିକା ଭିତରେ ନିଜର ନାଁ ସାମିଲ୍‌ କରିପାରିଛନ୍ତି। ଏବେ ସେ ବଡ଼ ବଡ଼ ନିର୍ମାତାଙ୍କ ସହ ଫିଲ୍ମ କରୁଛନ୍ତି। ଆଗକୁ ଆଲିଆ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ଇନ୍‌ଶାହଆଲ୍ଲା’ରେ ସଲମାନ୍‌ଙ୍କ ସହ ନଜର ଆସିବେ। ଏହାବ୍ୟତୀତ ଖୁବ୍‌ଶୀଘ୍ର ଆଲିଆ ବାହୁବଲୀ ଫେମ୍‌ ଡାଇରେକ୍ଟର୍ ଏମ୍‌ଏସ୍‌ ରାଜା […]

alia

alia

Chinmayee Roy
  • Published: Monday, 15 April 2019
  • Updated: 15 April 2019, 08:16 AM IST

Sports

Latest News

ମୁମ୍ବାଇ: ଖୁବ୍‌ କମ୍‌ ସମୟ ମଧ୍ୟରେ ଆଲିଆ ଭଟ୍ଟ ବଲିଉଡ୍‌ରେ ନିଜର ଏକ  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ୭ ବର୍ଷରେ ସେ ବଲିଉଡ୍‌ର ସବୁଠୁ ସଫଳ ଅଭିନେତ୍ରୀ ତାଲିକା ଭିତରେ ନିଜର ନାଁ ସାମିଲ୍‌ କରିପାରିଛନ୍ତି। ଏବେ ସେ ବଡ଼ ବଡ଼ ନିର୍ମାତାଙ୍କ ସହ ଫିଲ୍ମ କରୁଛନ୍ତି। ଆଗକୁ ଆଲିଆ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ଇନ୍‌ଶାହଆଲ୍ଲା’ରେ ସଲମାନ୍‌ଙ୍କ ସହ ନଜର ଆସିବେ। ଏହାବ୍ୟତୀତ ଖୁବ୍‌ଶୀଘ୍ର ଆଲିଆ ବାହୁବଲୀ ଫେମ୍‌ ଡାଇରେକ୍ଟର୍ ଏମ୍‌ଏସ୍‌ ରାଜା ମୋଲିଙ୍କ ଫିଲ୍ମ ‘RRR’ରେ ନଜର ଆସିବେ। ଆଲିଆ ଭଟ୍ଟ କହିଛନ୍ତି ଯେ ଯଦି ତାଙ୍କ ହଲିଉଡ୍‌ରୁ କିଛି ଭଲ ଅଫର୍‌ ମିଳେ ତେବେ ସେ ସେଠାରେ ମଧ୍ୟ କାମ କରିବେ।

https://www.instagram.com/p/Btx-yTzHIIU/?utm_source=ig_web_copy_link

ଐଶ୍ୱର୍ଯ୍ୟା, ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍‌ଙ୍କ ପରି ଅଭିନେତ୍ରୀ ବଲିଉଡ୍‌ ସହ ହଲିଉଡରେ ମଧ୍ୟ ନିଜ ଅଭିନୟର ଜଲୱା ଦେଖାଇସାରିଛନ୍ତି। ବର୍ତ୍ତମାନ ଆଲିଆ ଭଟ୍ଟ ହଲିଉଡରେ ନିଜ ଜଲୱା ଦେଖାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।  ଆଲିଆ କହିଛନ୍ତି, ‘କୌଣସି ବି ନୂଆ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିବା କଠିନ ହୋଇଥାଏ। ମୁଁ, ଖୁବ୍‌ ଶୀଘ୍ର ହଲିଉଡ୍‌ ଯିବାର ଆଶା କରୁଛି। କୌଣସି ବି ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ଏତେ ସହଜ ନୁହେଁ, ଯେତେ ଆମେ ଭାବୁଛୁ। ଏଥିପାଇଁ ମୋତେ ଅଧିକ ସମୟ ଲାଗିବ ଓ ମୋତେ ଅଧିକ କାମ କରିବାକୁ ହେବ।’

https://www.instagram.com/p/Bv7CNrgDDad/?utm_source=ig_web_copy_link

ୱର୍କ ଫ୍ରଣ୍ଟ କଥା କହିଲେ ଆଲିଆ ବର୍ତ୍ତମାନ୍‌ ନିଜ ଅପ୍‌କମିଂ ଫିଲ୍ମ ‘କଲଙ୍କ’ର ପ୍ରମୋଶନ୍‌ କରିବାରେ ବ୍ୟସ୍ତ ଅଛନ୍ତି।  ଏହି ମଲ୍ଟିଷ୍ଟାରର୍ ଫିଲ୍ମରେ ବରୁଣ ଧୱନ୍, ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା, ସଞ୍ଜୟ ଦତ୍ତ, ମାଧୁରୀ ଦିକ୍ଷୀତ୍ ଓ କୁନାଲ୍‌ ଖେମୁ ପରି କଳାକାର ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଅଭିଷେକ ବର୍ମନ ଦେଉଥିବାବେଳେ ଏହାର ନିର୍ମାଣ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ ବ୍ୟାନର୍‌ରେ ହେଉଛି।  ଏହାପରେ ଆଲିଆ ଆୟାନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏଥିରେ ଆଲିଆଙ୍କ ବିପକ୍ଷରେ ନଜର ଆସିବେ ରଣବୀର କପୁର।

https://www.instagram.com/p/BsaPgRrAHCS/?utm_source=ig_web_copy_link

ଆଲିଆ ଶେଷ ଥର ପାଇଁ ଫିଲ୍ମ ‘ଗଲି ବୟ’ରେ ନଜର ଆସିଥିଲେ। ଏଥିରେ ଆଲିଆଙ୍କ ବିପକ୍ଷରେ ରଣବୀର ସିଂହ ଅଭିନୟ କରିଥିଲେ। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଜୋୟା ଅଖ୍‌ତର୍‌। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story