ପୁଣି ସିଦ୍ଧାର୍ଥ-ଆଲିଆ ଅନ୍ ସ୍କ୍ରିନ୍ ରୋମାନ୍ସ: ‘ଆଶିକି-୩’ରେ ଆସିବେ ଦୁଇ ଲଭ୍ ବାର୍ଡସ୍

ପୁଣି ଏକାଠି ନଜର ଆସିବେ ଲଭ୍ ବାର୍ଡସ୍ ସିଦ୍ଧାର୍ଥ ଓ ଆଲିଆ। ସିଦ୍ଧାର୍ଥ ମଲହୋତ୍ରା ଏବଂ ଆଲିଆ ଭଟ୍ଟ୍ ନିଜ ସମ୍ପର୍କ ସମ୍ବନ୍ଧରେ ଯେତେ ଲୁଚାଇଲେ ବି, ଏମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମାନଙ୍କୁ ଉଭୟ ଅଫ୍ ସ୍କ୍ରିନ୍ ଓ ଅନ୍ ସ୍କ୍ରିନରେ ଦେଖିବାକୁ ଦର୍ଶକ ପସନ୍ଦ କରନ୍ତି। ଦୁଇଜଣ ଫିଲ୍ମ ‘ଷ୍ଚୁଡେଣ୍ଟ ଅଫ୍ ଦି ଇୟର’ରୁ ସେମାନଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପରେ ‘କପୁର ଆଣ୍ଡ ସନସ୍‌’ରେ ମଧ୍ୟ ଏକାଠି କାମ କରି […]

alia

alia

Rakesh Mallick
  • Published: Friday, 23 June 2017
  • Updated: 23 June 2017, 08:20 PM IST

Sports

Latest News

ପୁଣି ଏକାଠି ନଜର ଆସିବେ ଲଭ୍ ବାର୍ଡସ୍ ସିଦ୍ଧାର୍ଥ ଓ ଆଲିଆ। ସିଦ୍ଧାର୍ଥ ମଲହୋତ୍ରା ଏବଂ ଆଲିଆ ଭଟ୍ଟ୍ ନିଜ ସମ୍ପର୍କ ସମ୍ବନ୍ଧରେ ଯେତେ ଲୁଚାଇଲେ ବି, ଏମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମାନଙ୍କୁ ଉଭୟ ଅଫ୍ ସ୍କ୍ରିନ୍ ଓ ଅନ୍ ସ୍କ୍ରିନରେ ଦେଖିବାକୁ ଦର୍ଶକ ପସନ୍ଦ କରନ୍ତି। ଦୁଇଜଣ ଫିଲ୍ମ ‘ଷ୍ଚୁଡେଣ୍ଟ ଅଫ୍ ଦି ଇୟର’ରୁ ସେମାନଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପରେ ‘କପୁର ଆଣ୍ଡ ସନସ୍‌’ରେ ମଧ୍ୟ ଏକାଠି କାମ କରି ଦର୍ଶକଙ୍କ ମନ ଜିତିଥଲେ। ପୁଣିଥରେ ଏହି ଲଭ୍ ବାର୍ଡସ୍ ଏକାଠି ନଜର ଆସିବେ।

ସୂଚନା ଅନୁଯାୟୀ, ସିଦ୍ଧାର୍ଥ ବର୍ତ୍ତମାନ ‘ଆଶିକି-୩’ର ନିର୍ଦ୍ଦେଶକ ମେହିତ୍ ସୁରିଙ୍କ ସହ ଫିଲ୍ମର ସ୍କ୍ରିପ୍ଟିଂ କରିବାରେ ବ୍ୟସ୍ତ ଅଛନ୍ତି। ନଭେମ୍ବର ସୁଦ୍ଧା ଏହାର ସୁଟିଂ ଆରମ୍ଭ କରିବାକୁ ପ୍ଲାନ୍ କରୁଛନ୍ତି। ସେପଟେ ଆଲିଆ ଭଟ୍ଟ ବର୍ତ୍ତମାନ ମେଘନା ଗୁଲଜାରଙ୍କ ଫିଲ୍ମ ‘କଲିଂ ସେହେମତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ ନଭେମ୍ବରରୁ ଫିଲ୍ମ ‘ଗୁଲି ବୟ’ର ସୁଟିଂ ଆରମ୍ଭ କରିବେ। ଏହି ଫିଲ୍ମରେ ତାଙ୍କ ସହ ରଣବୀର ସିଂହ ନଜର ଆସିବେ। ତେବେ ‘ଆଶିକି-୩’ର ନିର୍ଦ୍ଦେଶକ ମୋହିତ୍ ସୁରି ମଧ୍ୟ ଏହା ଭିତରେ ସୁଟିଂ ଆରମ୍ଭ କରିବାକୁ ଚାହୁଁଛନ୍ତି। ‘ଆଶିକି-୨’ର ସୁପରହିଟ୍ ଯୋଡ଼ି ଆଦିତ୍ୟ ରାୟ କପୁର-ଶ୍ରଦ୍ଧା କପୁରଙ୍କ ପରି ସିଦ୍ଧାର୍ଥ-ଆଲିଆଙ୍କ ଯୋଡ଼ି ତାଙ୍କ ଅନ୍ ସ୍କ୍ରିନ୍ ରୋମାନ୍ସରେ ଦର୍ଶକଙ୍କୁ ମତୁଆଲା କରିପାରିବେ କି ନାହିଁ ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story