ହାୟ ପ୍ରିୟଙ୍କା! ଚିହ୍ନି ପାରିଲାନି ଆମେରିକା

ମୁମ୍ବାଇ:  ଭାରତରେ ଲୋକମାନେ ସବୁବେଳେ ଦୀପିକା ପାଦୁକନ୍‌ ଓ ପ୍ରିୟଙ୍କା ଚ୍ରୋପାଙ୍କ ମଧ୍ୟରେ ତୁଳନା କରନ୍ତି। କିନ୍ତୁ ବିଦେଶୀ ମିଡିଆ ସବୁବେଳେ ଏ ଦୁଇ ଜଣଙ୍କୁ ଚିହ୍ନିବାରେ ଭୁଲ୍ କରେ। ସୋସିଆଲ ମିଡିଆ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଆମେରିକାର ଲସ୍‌ ଆଞ୍ଜେଲସ୍‌ ବିମାନବନ୍ଦର ବାହାରେ ଦୀପିକା ପାଦୁକନଙ୍କୁ  ‘ହେଲୋ ପ୍ରିୟଙ୍କା’ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସମ୍ବୋଧନ କରିଥିଲେ। କିନ୍ତୁ ଦୀପିକା କିଛି ଉତ୍ତର  ଦେଇ ନ ଥିଲେ ଓ ନିଜ […]

deepika

deepika

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 03:35 PM IST

Sports

Latest News

ମୁମ୍ବାଇ:  ଭାରତରେ ଲୋକମାନେ ସବୁବେଳେ ଦୀପିକା ପାଦୁକନ୍‌ ଓ ପ୍ରିୟଙ୍କା ଚ୍ରୋପାଙ୍କ ମଧ୍ୟରେ ତୁଳନା କରନ୍ତି। କିନ୍ତୁ ବିଦେଶୀ ମିଡିଆ ସବୁବେଳେ ଏ ଦୁଇ ଜଣଙ୍କୁ ଚିହ୍ନିବାରେ ଭୁଲ୍ କରେ।

ସୋସିଆଲ ମିଡିଆ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଆମେରିକାର ଲସ୍‌ ଆଞ୍ଜେଲସ୍‌ ବିମାନବନ୍ଦର ବାହାରେ ଦୀପିକା ପାଦୁକନଙ୍କୁ  ‘ହେଲୋ ପ୍ରିୟଙ୍କା’ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସମ୍ବୋଧନ କରିଥିଲେ। କିନ୍ତୁ ଦୀପିକା କିଛି ଉତ୍ତର  ଦେଇ ନ ଥିଲେ ଓ ନିଜ କାରରେ ବସି ସେଠାରୁ ଚାଲି ଯାଇଥିଲେ। ଦୀପିକା ତାଙ୍କ ଫିଲ୍ମ ‘xXx: Return of Xander Cage’ ର ପ୍ରୋମୋସନ୍‌ କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।

ଏହା ପୂର୍ବରୁ ଏକ ୟୁଟ୍ୟୁବ୍ ଚ୍ୟାନେଲ୍‌ ଭିଡିଓ ଅପ୍‌ଲୋଡ୍ କରିଥିଲା ଦୀପିକା ପାଦୁକନ୍‌ଙ୍କର, କିନ୍ତୁ ଲେଖିଥିଲା ପ୍ରିୟଙ୍କା ଚୋପ୍ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story