ଅମିତାଭ ଓ ଆମିରଙ୍କ ସହ ପୁଣି କାମ କରିବେ କ୍ୟାଟ୍‌

ମୁମ୍ବାଇ: ଅପ୍‌କମିଂ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ରେ ଆମିର ଖାନ୍‌ ଓ ଅମିତାଭ ବଚ୍ଚନଙ୍କ ସହ କାମ କରିବେ କାଟ୍ରିନା କୈଫ । କ୍ୟାଟ୍‌ ଏହି ଫିଲ୍ମରେ କାମ କରିବା ପାଇଁ  ସାଇନ୍‌ କରିଛନ୍ତି। ଆମିର ନିଜ ଟ୍ୱିଟରରେ ଏହି ଖବର ସେୟାର କରିଛନ୍ତି। ସେ ଲେଖିଛନ୍ତି, ଶେଷରେ ଆମ ପାଖକୁ ଆମର ଶେଷ ଠଗ୍‌ (କ୍ରାଟିନା) ଆସିଗଲେ।  କ୍ୟାଟ୍‌ଙ୍କୁ ସ୍ୱାଗତ। ଏହା ପୂର୍ବରୁ ‘ବୁମ୍‌’ରେ ଅମିତାଭଙ୍କ ସହ କ୍ୟାଟ୍ ଅଭିନୟ କରିଥିଲେ। ସେହିପରି ‘ଧୂମ୍ ୩’ରେ […]

aamir_katrina_

Rakesh Mallick
  • Published: Friday, 12 May 2017
  • , Updated: 12 May 2017, 12:23 PM IST

ମୁମ୍ବାଇ: ଅପ୍‌କମିଂ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ରେ ଆମିର ଖାନ୍‌ ଓ ଅମିତାଭ ବଚ୍ଚନଙ୍କ ସହ କାମ କରିବେ କାଟ୍ରିନା କୈଫ । କ୍ୟାଟ୍‌ ଏହି ଫିଲ୍ମରେ କାମ କରିବା ପାଇଁ  ସାଇନ୍‌ କରିଛନ୍ତି।

ଆମିର ନିଜ ଟ୍ୱିଟରରେ ଏହି ଖବର ସେୟାର କରିଛନ୍ତି। ସେ ଲେଖିଛନ୍ତି, ଶେଷରେ ଆମ ପାଖକୁ ଆମର ଶେଷ ଠଗ୍‌ (କ୍ରାଟିନା) ଆସିଗଲେ।  କ୍ୟାଟ୍‌ଙ୍କୁ ସ୍ୱାଗତ।

ଏହା ପୂର୍ବରୁ ‘ବୁମ୍‌’ରେ ଅମିତାଭଙ୍କ ସହ କ୍ୟାଟ୍ ଅଭିନୟ କରିଥିଲେ। ସେହିପରି ‘ଧୂମ୍ ୩’ରେ ଆମିର ଓ କ୍ୟାଟ୍ ଏକାଠି ଆସିଥିଲେ।

‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ୟଶରାଜ ଫିଲ୍ମସ୍‌ର ଏକ ମେଗା ପ୍ରୋଜେକ୍ଟ।

କାଟ୍ରିନା ଏବେ ଫିଲ୍ମ ‘ଟାଇଗର ଜିନ୍ଦା ହେ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ‘ଏକ ଥା ଟାଇଗର’ର  ସିକ୍ୱେଲ୍‌।

ସୌଜନ୍ୟ- ଆଜତକ୍‌, ଫଟୋ- ଆଜତକ୍‌

 

Related story