ପ୍ରଥମ ଥର ଏକାଠି ନଜର ଆସିବେ ବିଗ୍‌ ବି ଓ ଇମ୍ରାନ ହାସମି

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓ ଲଭର ବୟ ଇମରାନ୍‌ ହାସମି ପ୍ରଥମ ଥର ପାଇଁ ଏକ ପ୍ରୋଜେକ୍ଟ ପାଇଂ ଏକାଠି ହେବାକୁ ଯାଉଛନ୍ତି। ଦୁହେଁ ଏକ ମିଷ୍ଟ୍ରି ଥ୍ରୀଲର୍‌ ଫିଲ୍ମରେ ଏକାଠି କାମ କରିବେ। ଏହି ସିନେମାଟି ୨୦୨୦ ଫେବୃଆରୀ ୨୧ରେ ପଦାକୁ ଆସିବ। ଫିଲ୍ମର ନାଁ ସ୍ପଷ୍ଟ ହୋଇନାହିଁ। ଆନନ୍ଦ ପଣ୍ଡିତ ମୋଶନ ପିକଚର୍ସ ଏବଂ ସରସ୍ଵତୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଏହି ସିନେମାରେ ପ୍ରଯୋଜନା କରୁଛନ୍ତି। ଏହାର ରଚନା ଓ ନିର୍ଦ୍ଦେଶନା […]

amitabh-bachhan

amitabh-bachhan

Chinmayee Roy
  • Published: Monday, 15 April 2019
  • Updated: 15 April 2019, 08:44 AM IST

Sports

Latest News

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓ ଲଭର ବୟ ଇମରାନ୍‌ ହାସମି ପ୍ରଥମ ଥର ପାଇଁ ଏକ ପ୍ରୋଜେକ୍ଟ ପାଇଂ ଏକାଠି ହେବାକୁ ଯାଉଛନ୍ତି। ଦୁହେଁ ଏକ ମିଷ୍ଟ୍ରି ଥ୍ରୀଲର୍‌ ଫିଲ୍ମରେ ଏକାଠି କାମ କରିବେ। ଏହି ସିନେମାଟି ୨୦୨୦ ଫେବୃଆରୀ ୨୧ରେ ପଦାକୁ ଆସିବ।

ଫିଲ୍ମର ନାଁ ସ୍ପଷ୍ଟ ହୋଇନାହିଁ। ଆନନ୍ଦ ପଣ୍ଡିତ ମୋଶନ ପିକଚର୍ସ ଏବଂ ସରସ୍ଵତୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଏହି ସିନେମାରେ ପ୍ରଯୋଜନା କରୁଛନ୍ତି। ଏହାର ରଚନା ଓ ନିର୍ଦ୍ଦେଶନା ଭାର ବହନ କରୁଛନ୍ତି ରୁମି ଜାଫ୍ରି। ତେବେ ନିର୍ମାତା ଆନନ୍ଦ ପଣ୍ଡିତଙ୍କ କହିବା ଅନୁଯାୟୀ ଫିଲ୍ମର ଶୁଟିଙ୍ଗ ଆସନ୍ତା ମେ’ ୧୦ ରୁ ଆରମ୍ଭ ହେବ।

https://www.instagram.com/p/BwGgRECBPqD/?utm_source=ig_web_copy_link

ବର୍ତ୍ତମାନ ଅମିତାଭ ଧର୍ମା ପ୍ରଡକ୍ସନ ବ୍ୟାନର୍‌ରେ ପ୍ରସ୍ତୁତ ହେଉଥିବା ତାଙ୍କ ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର‘କୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ତାଙ୍କ ବ୍ୟତୀତ ରଣବୀର କପୁର, ଆଲିଆ ଭଟ୍ଟ, ନାଗାର୍ଜୁନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ରିଲିଜ୍‌ ହୋଇଥିଲା। ଚଳିତ ବର୍ଷର ଏହାକୁ ବହୁ ପ୍ରତୀକ୍ଷିତ ଫିଲ୍ମ ଭାବେ ନିଆଯାଉଛି। ଯାହାକି ବର୍ଷର ଶେଷ ସୁଦ୍ଧା ରିଲିଜ୍‌ ହେବ।

ସେହିପରି ଇମରାନ୍‌ ହାସମୀ ନିକଟରେ ଫିଲ୍ମ ‘ହ୍ୱାଏ ଚିଟ୍‌ ଇଣ୍ଡିଆ’ରେ ନଜର ଆସିଥିଲେ। ଫିଲ୍ମଟିକୁ ଥ୍ରୀଷ୍ଟାର ରେଟିଂ ମିଳିଥିବାବେଳେ ଏହା ବକ୍ସ ଅଫିସ୍‌ରେ ବିଶେଷ କିଛି କମାଲ କରିପାରି ନଥିଲା। ୨୭ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମଟି ମାତ୍ର ୮.୫ କୋଟି ଟଙ୍କା ଆୟ କରିପାରିଥିଲା।

ତେବେ ବର୍ତ୍ତମାନ ବିଗ୍‌ ବି ଓ ଇମ୍ରାନ୍‌ ହାସମିଙ୍କ ଯୁଗଲବନ୍ଦୀ ବକ୍ସ ଅଫିସ୍‌ରେ କମାଲ କରିପାରୁଛି କି ନାହିଁ ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story