ସାଉଥ୍‌ ଫିଲ୍ମରେ ଜଲୱା ଦେଖାଇବେ ବିଗ୍‌ ବି

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ। ତାଙ୍କ ଫ୍ୟାନ୍‌ ଫୋଲର୍ସ ଅନେକ। ଏହାର କାରଣ ତାଙ୍କ ଅଭିନୟ ପଛରେ ଥିବା ପରିଶ୍ରମ। ବଲିଉଡରେ  ଅନେକ ହିଟ୍‌ ଫିଲ୍ମ ଦେବା ପରେ ସେ ଟଲିଉଡରେ ପାଦ ଥାପିଛନ୍ତି। ଅମିତାଭ ତେଲଗୁ ଫିଲ୍ମ ‘ସେ ରା ନରସିମ୍‌ହା ରେଡ୍ଡୀ’ରେ ନଜର ଆସିବେ। ଫିଲ୍ମର ସୁଟିଂ ହାଇଦ୍ରାବାଦରେ ଚାଲୁ ରହିଛି। ଫିଲ୍ମର ପ୍ରଥମ ଲୁକ୍‌ ଅମିତାଭ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। । ଏହି ସିନେମାଟି ସ୍ୱାଧୀନତା ସଂଗ୍ରାମୀ ‘ରାୟାଲାସିମା ଉବ୍ୟାଲାବଦା […]

05d21b82-b07b-45b3-b3c6-d02fd1cb8656

05d21b82-b07b-45b3-b3c6-d02fd1cb8656

Rakesh Mallick
  • Published: Friday, 30 March 2018
  • Updated: 30 March 2018, 05:33 PM IST

Sports

Latest News

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ। ତାଙ୍କ ଫ୍ୟାନ୍‌ ଫୋଲର୍ସ ଅନେକ। ଏହାର କାରଣ ତାଙ୍କ ଅଭିନୟ ପଛରେ ଥିବା ପରିଶ୍ରମ। ବଲିଉଡରେ  ଅନେକ ହିଟ୍‌ ଫିଲ୍ମ ଦେବା ପରେ ସେ ଟଲିଉଡରେ ପାଦ ଥାପିଛନ୍ତି। ଅମିତାଭ ତେଲଗୁ ଫିଲ୍ମ ‘ସେ ରା ନରସିମ୍‌ହା ରେଡ୍ଡୀ’ରେ ନଜର ଆସିବେ। ଫିଲ୍ମର ସୁଟିଂ ହାଇଦ୍ରାବାଦରେ ଚାଲୁ ରହିଛି।

ଫିଲ୍ମର ପ୍ରଥମ ଲୁକ୍‌ ଅମିତାଭ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। । ଏହି ସିନେମାଟି ସ୍ୱାଧୀନତା ସଂଗ୍ରାମୀ ‘ରାୟାଲାସିମା ଉବ୍ୟାଲାବଦା ନରସିମ୍‌ହା ରେଡ୍ଡି’ଙ୍କ ଜୀବନ କାହାଣୀ ଉପରେ ଆଧାରିତ।

ଫଟୋରେ ଲମ୍ୱା ଦାଢିରେ ନଜର ଆସଛନ୍ତି ବିଗ୍‌ ବି । ଏହି ସିନେମାରେ ଅମିତାଭଙ୍କ ସହ ଅଭିନେତା ରାମଚରଣ, ସୁରେନ୍ଦ୍ର ରେଡ୍ଡି, ବିଜୟ ଶତପଥି, ଜଗପତି ବାବୁ ଓ ନୟନତାରାଙ୍କ ପରି କଳାକାର ପ୍ରମୁଖ ଭୂମିକାରେ ନଜର ଆସିବେ। ଡିସେମ୍ବର ମାସରେ ଫିଲ୍ମଟି ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story