ଏଟିଏମ୍‌ରେ ଲାଇନ୍‌ ଲଗାଇଲେ ଅନୀଲ

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ସାଧାରଣ ଜନତାଙ୍କ ସହ ଲାଇନ୍‌ରେ ଛିଡ଼ା ହୋଇ ଏଟିଏମ୍‌ରୁ ଟଙ୍କା ଉଠାଇଛନ୍ତି। ଏହାସହ ଫ୍ୟାନ୍ସମାନଙ୍କ ସହିତ ସେଲଫି ମଧ୍ୟ ନେଇଛନ୍ତି। ଫ୍ୟାନ୍ସଙ୍କ ସହ ଏଟିଏମ୍‌ ସମ୍ମୁଖରେ ଲାଇନ୍‌ରେ ଛିଡ଼ା ହୋଇ ଉଠାଇଥିବା ସେଲଫିକୁ ଜଣେ ଫ୍ୟାନ ଟ୍ୱିଟରରେ ସେୟାର କରିଥିବା ବେଳେ ଅନିଲ କପୁର ବିମୁଦ୍ରାକରଣ ପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହାସହ ଲାଇନ୍‌ରେ ଛିଡ଼ା ହେବା ଯୋଗୁଁ ସେ ଏଭଳି ଫ୍ୟାନଙ୍କ ସହ ଫଟୋ ଉଠାଇବାର ସୁଯୋଗ ପାଇଛନ୍ତି […]

anil-kapur

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 04:48 PM IST

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ସାଧାରଣ ଜନତାଙ୍କ ସହ ଲାଇନ୍‌ରେ ଛିଡ଼ା ହୋଇ ଏଟିଏମ୍‌ରୁ ଟଙ୍କା ଉଠାଇଛନ୍ତି। ଏହାସହ ଫ୍ୟାନ୍ସମାନଙ୍କ ସହିତ ସେଲଫି ମଧ୍ୟ ନେଇଛନ୍ତି।

ଫ୍ୟାନ୍ସଙ୍କ ସହ ଏଟିଏମ୍‌ ସମ୍ମୁଖରେ ଲାଇନ୍‌ରେ ଛିଡ଼ା ହୋଇ ଉଠାଇଥିବା ସେଲଫିକୁ ଜଣେ ଫ୍ୟାନ ଟ୍ୱିଟରରେ ସେୟାର କରିଥିବା ବେଳେ ଅନିଲ କପୁର ବିମୁଦ୍ରାକରଣ ପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହାସହ ଲାଇନ୍‌ରେ ଛିଡ଼ା ହେବା ଯୋଗୁଁ ସେ ଏଭଳି ଫ୍ୟାନଙ୍କ ସହ ଫଟୋ ଉଠାଇବାର ସୁଯୋଗ ପାଇଛନ୍ତି ବୋଲି ଟ୍ୱିଟ୍‌ କରିଛନ୍ତି।

Related story